ନନ୍ଦନକାନନରେ ନୂଆ ଅତିଥି

ଦ୍ଵିତୀୟଥର ପାଇଁ ମା’ ହେଲା ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକ ସକାଳ ୭ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା। ଏହାପରେ ଦିନ ୩ଟା ୫୦ ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ମାଆ ସିଂହୀ ରେୱା ୩ ଛୁଆଙ୍କୁ ଜନ୍ମ ଦେବା ପରେ ପ୍ରାଣୀ… Continue reading ନନ୍ଦନକାନନରେ ନୂଆ ଅତିଥି

ବଡ଼ ପରଦାକୁ ଆସୁଛି ଓଡ଼ିଆ ଥ୍ରୀଲର ଫିଲ୍ମ ଦର୍ପଣ

ଭୁବନେଶ୍ୱର: ସାୟନ ପ୍ରଡକସନ ହାଉସ ନିବେଦିତ ପ୍ରଥମ ଓଡ଼ିଆ ହରର ଥ୍ରୀଲର ସିନେମା ଦର୍ପଣ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ କାହାଣୀକୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଦିଲ୍ଲୀପ କୁମାର ସାହୁ ଓ ନିଦେ୍ର୍ଦଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ଏହି ଚଳଚ୍ଚିତ୍ରରେ ବଡ଼ ପରଦାରେ ପ୍ରଥମରଥର ହିରୋ ଭାବେ ନଜର ଆସିବାକୁ ଯାଉଛନ୍ତି ନାୟକ ଭାରତ… Continue reading ବଡ଼ ପରଦାକୁ ଆସୁଛି ଓଡ଼ିଆ ଥ୍ରୀଲର ଫିଲ୍ମ ଦର୍ପଣ

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ (24 mar 2024)ପାଳନ କରାଯାଇଥିଲା | TB supervisor, PHEO, CHO,ANM, ଆଶା, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ଆଲୋଚ୍ୟର ବିଷୟ TB କଣ ପାଇଁ ହୁଏ, କାହିଁକି ସଂକ୍ରମିତ ହୁଏ ଓ ସଂକ୍ରମଣକୁ ରୋକିବା ପାଇଁ କଣ କରାଯିବ ଲୋକମାନଙ୍କୁ ଅବଗତି କରାଗଲା | ଯଦି ଜଣେ ବ୍ୟକ୍ତିଙ୍କୁ କାଶ, କଫ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

You cannot copy content of this page