ରାଜ୍ୟକୁ ପୁଣି ଫେରିଲା ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଯାଇଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ଚାନ୍ଦବାଲିରେ ୩୭ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫.୪ ଡିଗ୍ରୀ ଥିବା ବେଳେ ପାରାଦୀପରେ ତାପମାତ୍ରା ୩୫.୧ ଡିଗ୍ରୀ , କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ଥିବା… Continue reading ରାଜ୍ୟକୁ ପୁଣି ଫେରିଲା ତାତି

You cannot copy content of this page