କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

ବାଙ୍କୀ /କଟକ: ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ମହୋତ୍ସବ ଉଦଯାପିତ ହୋଇଯାଇଛି I ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସଭାପତିତ୍ବ,ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ସାରସ୍ୱତ ପ୍ରତିଭା କବିସୁନୀଲ ମିଶ୍ରଙ୍କପୌରହିତ୍ୟରେଅନୁଷ୍ଠିତ ଉଦଯାପନୀସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବାଗ୍ନୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକଡ଼ଃପ୍ରଦୀପକୁମାର ବିଶ୍ୱାଳ, ବରେନ୍ୟ ଅତିଥି ଭାବେ ଚିନ୍ତକ… Continue reading କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

You cannot copy content of this page