ଗଣମାଧ୍ୟମ ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନହେଉଭୁବନେଶ୍ୱର: ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ସ୍ଥାନୀୟ ମାଷ୍ଟରକ୍ୟାଂଟିନସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ପ୍ରିୟାଂଶୁ ପ୍ରିୟଦେବଙ୍କ ପୌରହିତ୍ୟ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ଓ ଉକôଳ ବୁଲେଟିନ ଏବଂ ମୁଗୁପୁର ସମାଚାର, ବିଶ୍ୱବାଣୀ ପ୍ରମୁଖ ଗଣମାଧ୍ୟମଙ୍କ ସହଯୋଗରେ ଗଣମାଧ୍ୟମ ସଂପର୍କିତ ଏକ ଆଲୋଚନାଚକ୍ର ତଥା ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ… Continue reading ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ
ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ
