ମାତୃ ଦିବସରେ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଦାନ 

ଭୁବନେଶ୍ୱର /ଅନ୍ଧାରୁଆ: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଅନ୍ଧାରୁଆ, ପ୍ରଭୁଦ୍ଧ ବିହାର ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ବିଶ୍ୱ ମାତୃ ଦିବସ ଅବସରରେ ବସ୍ତ୍ର ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି. ଫାଉଣ୍ଡେସନ ର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିଥି ଭାବେ ସ୍ମୃତି ରଞ୍ଜନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜସେବୀ… Continue reading ମାତୃ ଦିବସରେ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଦାନ 

ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

ଭୁବନେଶ୍ୱର: ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଚଳିତ ମାସ ୧ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ (୧୦ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ଭରତ ଚରଣ ଗିରି , Vocalist & Examiner ଦିବ୍ୟ ରଞ୍ଜନ ପଟ୍ଟନାୟକ , ଓଡ଼ିଶୀ exponent ମମତା ଶତପଥୀ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ଅପର୍ଣ୍ଣା ତ୍ରିପାଠୀ। ଅତିଥିମାନେ ଓଡ଼ିଶୀ ନୃତ୍ୟକୁ ନେଇ ବହୁ ମୂଲ୍ୟବାନ କଥା ପିଲାମାନଙ୍କୁ… Continue reading ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

‘ମା’ (ବିଶ୍ୱ ମାତୃ ଦିବସ ଅବସରରେ)

-ସରୋଜିନୀ ମିଶ୍ରସର୍ବ ପ୍ରଥମେ ମାତୃ ଦିବସ ଅବସରରେ ସମସ୍ତ ମହିୟସୀ ମା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ I ସ୍ନେହ, ଶ୍ରଦ୍ଧା,ସେବା, ତ୍ୟାଗ, ସମର୍ପଣ, ତପସ୍ୟା ର ଉପାଦାନ ରେ ଗଢ଼ା ହୋଇଥିବା ସୁନ୍ଦର ମୂର୍ତ୍ତି ର ନାମ ହେଉଛି ମା.ଇଶ୍ୱର ଙ୍କ ସୃଷ୍ଟି ରେ ସବୁଠୁ ସୁନ୍ଦର ସୃଷ୍ଟି ନାରୀର ସର୍ବଶ୍ରେଷ୍ଠ ରୂପ ହେଉଛି ମା “ଜନନୀ ଜନ୍ମଭୂମୀ ଶ୍ଚ ସ୍ବର୍ଗାଦପି ଗରିୟସୀ ପରମ ପବିତ୍ର ଏହି ନାମର ବିସ୍ଲେସଣ କରିବାକୁ ସବୁ କମ ପଡିଥାଏ… Continue reading ‘ମା’ (ବିଶ୍ୱ ମାତୃ ଦିବସ ଅବସରରେ)

You cannot copy content of this page