ଆଗାମୀ ୫ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସତର୍କ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଝାରସୁଗୁଡ଼ା, ଅନୁଗୋଳ, ନୟାଗଡ଼, ସମ୍ୱଲପୁର, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି,… Continue reading ଆଗାମୀ ୫ ଦିନ ପ୍ରବଳ ବର୍ଷା!

ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ

ବାସ୍ତବରେ ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତ ଅଟନ୍ତି କିନ୍ତୁ ସେହି ଶିଶୁକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନଭାବେ ଭବିଷ୍ୟତ ଗଠନ କରିବା ନିମନ୍ତେ ଶିଶୁଙ୍କୁ ସମସ୍ତଙ୍କର ସହଯୋଗ ରହିଥିବା ବେଳେ ତାହାକୁ ମନେପକାଇବା ପାଇଁ ଆଜି ସାରା ବିଶ୍ବରେ ବିଶ୍ବ ଶିଶୁଶ୍ରମିକ ବର୍ଜନ ଦିବସ ରୂପେ ପାଳନ କରାଯାଉଛି I ଏହିପରିପକ୍ଷରେ ମଦର୍ସ ପବ୍ଲିକ ସ୍କୁଲର ୬ଷ୍ଠ ଶ୍ରେଣୀର ଜଣେ ଆଦର୍ଶ ଛାତ୍ରୀ ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ନିଜ ହାତରେ ପ୍ରସ୍ଥୁତ କରିଥିବା ଚିତ୍ରାଙ୍କନ ମାଧ୍ୟ୍ୟମରେ ଶିଶୁଶ୍ରମିକର ଚିତ୍ର… Continue reading ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ

ସାରସ୍ୱତ ସାଧିକା ଶୈଳବାଳା ମହାନ୍ତି ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧକ, ଆଦର୍ଶ ଶିକ୍ଷାବିତ, କାଳଜୟୀ ପ୍ରାର୍ଥନା “ଆହେ ଦୟାମୟ ବିଶ୍ୱବିହାରୀ “ର ସ୍ରଷ୍ଟା ବିଶିଷ୍ଟ ବ୍ୟକ୍ତିତ୍ୱ ରାମକୃଷ୍ଣ ନନ୍ଦଙ୍କ ସୁଯୋଗ୍ୟା କନ୍ୟା, ସାରସ୍ୱତ ସାଧିକା, ଦୂରଦର୍ଶନ ଉପସ୍ଥାପିକା, ବହୁ ବ୍ୟକ୍ତିତ୍ୱ ର ସମାହାର ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ସେ ଜଣେ ଆଦର୍ଶ ମହିଳା ହେବା ସହିତ, ସାହିତ୍ୟ,… Continue reading ସାରସ୍ୱତ ସାଧିକା ଶୈଳବାଳା ମହାନ୍ତି ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ

ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ପ୍ରମୋଦ କୁମାର ସାମନ୍ତରସିଂହାର ପାଇଛନ୍ତି ବାସ୍ତୁ ବିଜ୍ଞାନରେ ଡକ୍ଟରେନ୍ ସମ୍ମାନ । ଏହି ସମ୍ମାନ ସେ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ବାସ୍ତୁ ଏକାଡେମି ଦ୍ୱାରା ଓରିଏଂଟାଲ୍ ହେରିଟେଜ୍ ବିଶ୍ୱବିଦ୍ୟାଳୟ, ୱେଷ୍ଟ ବେଙ୍ଗାଲ୍ ରୁ ବାସ୍ତୁ ସାଇନ୍ସରେ ଏହି ଡକ୍ଟରେଟ ସମ୍ମାନ (ପି.ଏଚ୍.ଡି) ଗ୍ରହଣ କରିଛନ୍ତି । ଅନୁଷ୍ଠିତ ଏହି ସମ୍ମାନ ସମାରୋହଟି ଭୁବନେଶ୍ୱରଠାରେ କରାଯାଇଥିବାବେଳେ ଏଥିରେ ସ୍ୱର୍ଣ୍ଣ ପଦକ ସହ ଏମ୍.ଭି.ଏସି ଏବ ଏମ୍.ଏସି ପ୍ରମାଣ ପତ୍ର ଇଣ୍ଡିଆନ୍ ବାସ୍ତୁ ଏକାଡେମୀ ଦ୍ୱାରା ପ୍ରଦାନ… Continue reading ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର

You cannot copy content of this page