ବିଶ୍ଵମଣି ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆ ଙ୍କ ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ଥିଲେ, ତାହା ନୁହେଁ ସମଗ୍ର ବିଶ୍ୱର ମାନବବାଦ, ସାମ୍ବାଦିକତା,ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ 96 ତମ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ I ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ଅସ୍ମିତା ତଥା ସାରସ୍ୱତ ଓଡ଼ିଆ ବ୍ୟକ୍ତିତ୍ୱ… Continue reading ବିଶ୍ଵମଣି ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆ ଙ୍କ ସର୍ବକାଳୀନ ଆଦର୍ଶ

ସାରସ୍ୱତ ପ୍ରତିଭାଧାରୀ ଡ. ପ୍ରଦୀପଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଂଚର ସାଧାରଣ ସଂପାଦକ, ମଦମୁକ୍ତ ଅଭିଯାନ, ଓଡ଼ିଆ ଭାଷା ଓ ସୀମା ଆନେ୍ଦାଳନର ମହାନ ଯୋଦ୍ଧା, ବିଶିଷ୍ଟ ସମାଜସେବୀ ଡ. ପ୍ରଦୀପ କୁମାର ବିଶ୍ୱାଳଙ୍କ ୫୦ତମ ଜନ୍ମ ଦିବସ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଓଡ଼ିଶା ନାଗରିକ ମହାମଂଚ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବାଗ୍ନୀ ତଥା ଓଡ଼ିଶା ନାଗରିମ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ପ୍ରଦୀପ କୁମାର ବିଶ୍ୱାଳଙ୍କ… Continue reading ସାରସ୍ୱତ ପ୍ରତିଭାଧାରୀ ଡ. ପ୍ରଦୀପଙ୍କୁ ନାଗରିକ ସମ୍ବର୍ଦ୍ଧନା

ପ୍ରତାପ ଶାସନ ପଂଚାୟତରେ ବନ ମହୋସôବ

ଭୁବନେଶ୍ୱର: ବାଲିଅନ୍ତା ବ୍ଲକ୍ ଅଧୀନ ପ୍ରତାପ ଶାସନ ପଂଚାୟତ ପକ୍ଷରୁ ମହାଲସାହି ସ୍ଥିତ ଭାର୍ଗବୀ ନଦୀ ପଠାରେ ୟଙ୍ଗଷ୍ଟାର କ୍ରିକେଟ୍ ଖେଳ ପଡ଼ିଆରେ ୭୫ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ବନ ମହୋସôବ ଅବସରରେ ଜୟଦେବ ବିଧାୟକ ନବ କିଶୋର ମଲ୍ଳିକ, ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ କୁନମୁନ୍ ଲେଙ୍କା, ପ୍ରତାପ ଶାସନ ସରପଂଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରି, ବିଜେଡି ବ୍ଲକ୍ ସଭାପତି ପ୍ରଦୀପ୍ତ ଜେନାମଣି… Continue reading ପ୍ରତାପ ଶାସନ ପଂଚାୟତରେ ବନ ମହୋସôବ

କଲରଙ୍ଗୀଅତା ତାରିଣୀ ମାର୍କେଟଠାରେ ରଥଟାଣିଲେ ଭକ୍ତ

ଯାଜପୁର: ପବିତ୍ର ରଥଯାତ୍ରା ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସମସ୍ତ ରାଜ୍ୟବାସୀ ତଥା ଭକ୍ତଗଣ ଆନନ୍ଦର ସହ ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ରଥଟାଣିଥିବା ଦେଖିବାକୁ ମିଳିଥିଲା । ଏହାଛଡ଼ା ଆମ ଦେଶରେ ମଧ୍ୟ ଅନେକ ସ୍ଥାନରେ ମହାପ୍ରଭୁଙ୍କ ରଥଟଣା ଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଯାଜପୁର ଜିଲ୍ଲା କଲରଙ୍ଗୀ ତାରିଣୀ ମାର୍କେଟ ଆର୍ଡି କମ୍ପ୍ଲେକ୍ସରେ ମଧ୍ୟ ଅନୁରୂପ ଆନନ୍ଦର ସହକାରେ ଭକ୍ତମାନେ… Continue reading କଲରଙ୍ଗୀଅତା ତାରିଣୀ ମାର୍କେଟଠାରେ ରଥଟାଣିଲେ ଭକ୍ତ

You cannot copy content of this page