ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ ଉଦ୍‌ଯାପିତ

Screenshot

ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୁଣ୍ୟତିଥ୍ ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ୍ ଅନ୍ ଟପ୍ ସହଯୋଗରେ ଆୟୋଜିତ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ- ୨୦୨୪ ଉଦ୍‌ଯାପିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପରେ ୨ଦିନ ଧରି ଅନୁଷ୍ଠିତ ହେଉଥ‌ିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଓଡ଼ିଶୀ ନୃତ୍ୟର ମହାକୁମ୍ଭ ଦେଖିବାକୁ ମିଳିଥିଲା। ଏଥ‌ିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ‘ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ-୨୦୨୪” ପୁରସ୍କାର… Continue reading ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ ଉଦ୍‌ଯାପିତ

You cannot copy content of this page