କଳିରୁ ବୋହୂ ନାକ କାଟିଦେଲେ ଶ୍ୱଶୁର

କଟକ : ଘରୋଇ କଳିରୁ ଶ୍ୱଶୁର- ବୋହୂ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ କଳି ନେଲା ସାଂଘାତିକ ରୂପ । ଶେଷରେ ବୋହୂ ନାକ କାଟିଦେଲେ ଶ୍ୱଶୁର। ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଘଟିଛି। ଏହି ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ଶ୍ୱଶୁର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶ୍ୱଶୁରଙ୍କ ଆକ୍ରମଣର ଶିକାର ହୋଇଥିବା ବୋହୂ ହେଲେ ନୀନା ନାୟକ । ନୀନାଙ୍କ ଝିଅ ଏକ… Continue reading କଳିରୁ ବୋହୂ ନାକ କାଟିଦେଲେ ଶ୍ୱଶୁର

କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ସୁକିନ୍ଦା: ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଆଉ ଏହା ଦେବ ଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଶିବଙ୍କ ଲିଙ୍ଗରେ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିଲାଗି ପ୍ରତିବର୍ଷ ଏହି ଶ୍ରାବଣ ମାସରେ ଭକ୍ତ ନିଜର ମନସ୍କାମନା ପୂରଣ ଲାଗି ଏହି ମାସର ପ୍ରତ୍ୟେକ ସୋମବାରରେ ଶିବମନ୍ଦିର ଯାଇ ଜଳଲାଗି କରିଥାନ୍ତି । ଆଉ ମାନସିକ ମଧ୍ୟ ରଖିଥାନ୍ତି । ଆଉ ଏହି ଏହି ଭକ୍ତମାନେ… Continue reading କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

You cannot copy content of this page