‘ହାଫ୍ ଲଭ୍ ଷ୍ଟୋରୀ’ ଚଳଚ୍ଚିତ୍ରର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ୧୫ ନେଭମ୍ବରେର ବଡ ପରଦାକୁ ଆସିବାକୁ ଥିବା ଅଞ୍ଜେନୟ ମିଡ଼ିଆ ପ୍ରେଇଭଟ ଲିମେିଟଡ଼ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହାଫ୍ ଲଭ୍ ଷ୍ଟୋରୀ’ ର ପୋଷ୍ଟର ରିଲିଜ୍ ହୋଇଯାଇଛି। ହୋଟେଲ ଶୀତଲରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଅନେକ ସିନେପ୍ରେମୀଙ୍କ ସମେତ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ମହାଡ଼ମ୍ବରରେ ପୋଷ୍ଟର ରିଲିଜ ହୋଇଛି । ପ୍ରଭାତ କୁମାର ପ୍ରଧାନ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ।… Continue reading ‘ହାଫ୍ ଲଭ୍ ଷ୍ଟୋରୀ’ ଚଳଚ୍ଚିତ୍ରର ପୋଷ୍ଟର ଲୋକାର୍ପଣ

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା

ଭୁବନେଶ୍ୱର: ସରକାରୀ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ଆହୁରି ମଧ୍ୟ ଶିକ୍ଷକଙ୍କୁ ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ… Continue reading ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା

You cannot copy content of this page