ଭୁବନେଶ୍ୱର(ବ୍ୟୁରୋ): ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ଲୋକମାନଙ୍କ ପାଖରେ ପହଚାାଇ ସେମାନଙ୍କୁ ସଚେତନ ଓ ସତର୍କ କରିବାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଭୂମିକା ଅଗ୍ରଗଣ୍ୟ। ବିଶ୍ୱର ସଙ୍କଟ ଓ ଜରୁରୀ ସମୟରେ ଲୋକଙ୍କ ସାହାଭରଷା ହୋଇ ଛିଡ଼ା ହୋଇଥାଏ ଗଣମାଧ୍ୟମ ଓ ସାମ୍ବାଦିକମାନେ ବହୁ କଷ୍ଟ ସ୍ୱୀକାର କରି ରାଷ୍ଟ୍ର ଓ ବିଶ୍ୱର ପ୍ରଗତି ପାଇଁ ଅଣ୍ଟା ଭିଡ଼ି ଛିଡ଼ା ହେଉଛନ୍ତି। ଯୁଦ୍ଧ, ବନ୍ୟା, ବାତ୍ୟା ଭଳି ଭୟଙ୍କର ସମୟରେ ଟିକିନିଖି ଖବର ଲୋକଙ୍କ… Continue reading ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ
ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ
