ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I 2025 ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ୟ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ୨,୬୭,000 ଅଯୋଗ୍ୟ ହିତାଧିକାରୀଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି ।ଏବେ କେବଳ ଭେରିଫିକେସନ୍ ପରେ ସେମାନେ… Continue reading ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର

ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ରାଉରକେଲା: ହେଲଥଭିଲେ ପୂର୍ବ ଭାରତର ସର୍ବବୃହତ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭୁବନେଶ୍ୱର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ, ରାଉରକେଲା ଏବଂ ରାଉରକେଲାର ଗାୟତ୍ରୀ ପରିବାର ସହିତ ଏକ ମିଳିତ ସହଯୋଗରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ମାଗଣା ମେଗା ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ହେଲଥଭିଲେର ସଦସ୍ୟ ମାନେ ଯୋଗ ଅଧିବେଶନ | ବିପି ଏବଂ ଡାଇବେଟିସ୍ ଇତ୍ୟାଦି ପରି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ… Continue reading ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ତେଜଜ୍ଞାନ ଫାଉଣ୍ଡେସନ ର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ 

oplus_2

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ତେଜଜ୍ଞାନ ଫାଉଣ୍ଡେସନ ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ଅନୁଷ୍ଠାନର ଓଡିଶା ମୁଖ୍ୟ ଶୁଭ ଲକ୍ଷ୍ମୀ ସାମଲଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସୁକବି ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି… Continue reading ତେଜଜ୍ଞାନ ଫାଉଣ୍ଡେସନ ର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ 

ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ୬୮ତମ ଜନ୍ମସପ୍ତାହ ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ସୋମବାର ସ୍ଥାନୀୟ ସିଆରପି କାର୍ଯ୍ୟାଳୟଠାରେ ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋଲକ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ… Continue reading ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ

You cannot copy content of this page