ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ… Continue reading ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

pressmeet at jayadev election area for report card annucment

ଭୁବନେଶ୍ୱର: ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ସରପଞ୍ଚ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର‌ ସରପଞ୍ଚ ଭାବେ ରମାଲତା ନାୟକ ନିର୍ବାଚିତ ହେବା ପରେ ୨ ବର୍ଷ ୮ ମାସ ମଧ୍ୟରେ ସେ କରିଥିବା ବିଭନ୍ନ ଜନହିତକର ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ‘ବିକାଶର ରିପୋର୍ଟ କାର୍ଡ’ ପ୍ରଦାନ କରିଛନ୍ତି। ସୁଦର୍ଶନ ଦାରୁ ପୀଠ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସରପଞ୍ଚ ଶ୍ରୀମତୀ ନାୟକ ଅଢେଇ ବର୍ଷରୁ… Continue reading ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ପଞ୍ଚମ ନୃତ୍ୟ ମହୋତ୍ସବ

nrutyanipuna dance academy held dance programme in budha mandir in bhubaneswar

ଭୁବନେଶ୍ୱରର: ଭୁବନେଶ୍ୱରର୯ ନମ୍ୱର୍ ସ୍ଥିତ ‘ବୁଦ୍ଧ ମନ୍ଦିରଠାରେ’ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ ତରଫରୁ ‘ପଞ୍ଚମ ନୃତ୍ୟ ମହୋତ୍ସବ’ ର ଆୟୋଜନ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ ,ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ମହୋତ୍ସବ ୧ତାରିଖ (ରବିବାର) ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ନୃତ୍ୟ ମହୋତ୍ସବରେ ସୁନାମଧନ୍ୟ ତଥା ଖ୍ୟାତିସଂପନ୍ନ ଏବଂ ବହୁ… Continue reading ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ପଞ୍ଚମ ନୃତ୍ୟ ମହୋତ୍ସବ

ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ସହ ଶିକ୍ଷାବିତ ଙ୍କୁ ସମ୍ବର୍ଦ୍ଧନା

ବେଗୁନିଆ /ଖୋର୍ଦ୍ଧା: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ବେଗୁନିଆ ସ୍ଥିତ ବାଗଲପୁର ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅସହାୟ, ଅଭାବୀ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଫାଉଣ୍ଡେସନ ର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆ ଙ୍କ ପୌରହିତ୍ୟ ଓ ସାମ୍ବାଦିକ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ… Continue reading ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ସହ ଶିକ୍ଷାବିତ ଙ୍କୁ ସମ୍ବର୍ଦ୍ଧନା

You cannot copy content of this page