ଗୁଗୁଲ ମ୍ୟାପକୁ ଫଲୋ କରି ଘନ ଜଙ୍ଗଲ ଭିତରେ ପଶିଗଲେ ପୁରା ପରିବାର

The entire family followed the map and entered the dense forest.

ଗୁଗଲ ମ୍ୟାପ୍ ର ସହାୟତା ନେଇ ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ଦେଖାଉଥିବା ଭୁଲ ରାସ୍ତାରେ ଯାଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବାର ଏକ ଘଟଣା ଏବେ ସାମ୍ନାକୁ ଆସିଛି । ପୂର୍ବରୁ ବହୁବାର ଗୁଗଲ୍‌ ମ୍ୟାପ୍‌ ପାଇଁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏବେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ପରିବାର ଲୋକେ ଯାତ୍ରା କରୁଥିବା ବେଳେ ବାଟ ପାଇଁ ଗୁଗୁଲ୍‌ ମ୍ୟାପର… Continue reading ଗୁଗୁଲ ମ୍ୟାପକୁ ଫଲୋ କରି ଘନ ଜଙ୍ଗଲ ଭିତରେ ପଶିଗଲେ ପୁରା ପରିବାର

ଓଡ଼ିଶ ଗ୍ରାମରେ ପବିତ୍ର କୁରାଳ ପଂଚମୀ ପାଳିତ

ଭୁବନ: ସାରା ରାଜ୍ୟରେ ପବିତ୍ର କୁରାଳ ପଂଚମୀ ପାଳନ କରାଯାଇଥିବାବେଳେ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଏହି ପର୍ବ । ଏହି ଉତ୍ସବକୁ ଗ୍ରାମର କୁମ୍ଭାରସାହିରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମ୍ଭାରମାନଙ୍କ ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । ସାହିର ଯୁବଗୋଷ୍ଠୀ ଏକତ୍ର ହୋଇ ଏହି ଧର୍ମ କାର୍ଯ୍ୟ କରିଆସୁଥିବାବେଳେ ଏବର୍ଷ ଉତ୍ସବକୁ ଆଉ ଟିକେ ଆନନ୍ଦ ମୂଖର କରିବାକୁ… Continue reading ଓଡ଼ିଶ ଗ୍ରାମରେ ପବିତ୍ର କୁରାଳ ପଂଚମୀ ପାଳିତ

ବ୍ରହ୍ମହେସ୍ୱର ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଅନ୍ଧାରୁଆ ପାଦପଦ୍ମ ପାହାଡ଼ଠାରେ ବ୍ରହ୍ମହେସ୍ୱର ପୁରାତନ କିଛି ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ଓ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡା, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀକା କବିତା ଘଡେଇ, ମୁଖ୍ୟବକ୍ତା ଭାବେ ଅଧିବକ୍ତା ସବିତା ଜେନା ବନ୍ଧୁମିଳନ ସମ୍ପର୍କ ରେ ଆଲୋକପାତ କରିବା ସହ ବୃକ୍ଷ ରୋପଣର… Continue reading ବ୍ରହ୍ମହେସ୍ୱର ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ