ପଞ୍ଜୀଆ ଗ୍ରାମରେ ରେ ମହାଲକ୍ଷ୍ମୀ ପୁଜା ପାଳିତ

ଧର୍ମଗଡ଼: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ  ଗ୍ରାମପଂଚାୟତ ପଞ୍ଜିଆ ଗ୍ରାମ ଠାରେ ଛବିଶତମ ମା’ ମହାଲକ୍ଷ୍ମୀଙ୍କ ପୂଜା ଚଳିତ ମାସ ୯ ତାରିଖ ସୋମବାର ଠାରୁ ୧୨ ତାରିଖ ଗୁରୁବାର ପର୍ଯ୍ୟନ୍ତ  ମହାସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ପୂଜାରେ ପୂଜକ ଭାବେ ଦିଲ୍ଲୀପ ଦାସ ନିୟୋଜିତ ଥିବାବେଳେ ପୂଜା କର୍ତ୍ତା ଡିଙ୍ଗର ମାଝୀ  ଓ ତାଙ୍କ ସହଧର୍ମିଣୀ କୁନ୍ତୀ ମାଝୀ ମାଆଙ୍କ ସେବା ପାଇଁ ଦାୟିତ୍ଵ ବହନ କରିଛନ୍ତି।  ୯ ତାରିଖ ସୋମବାର ଅପରାହ୍ନ ଘ,୨,୩୦ ସମୟରେ… Continue reading ପଞ୍ଜୀଆ ଗ୍ରାମରେ ରେ ମହାଲକ୍ଷ୍ମୀ ପୁଜା ପାଳିତ

ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମନ୍ଦିର ଶୁଭ ଉଦବୋଧନ ମହୋତ୍ସବ

ବେତନଟୀ: ପରମପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଆଗାମୀ ୧୬ ଡିସେମ୍ବର ସୋମବାର ପ୍ରାତଃ ଆଠରୁ ଦଶ ଘଣ୍ଟା ମଧ୍ୟରେ ବେତନଟୀରେ ନବନିର୍ମିତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମନ୍ଦିର ଉଦ୍ଘାଟନ କରିବେ। ଏଥିନିମନ୍ତେ ବିଭିନ୍ନ ପ୍ରାନ୍ତରୁ ବହୁ ସତସଙ୍ଗୀ ଉକ୍ତ ଦିନ ବେତନଟୀସ୍ଥ ସତସଙ୍ଗ ବିହାର ସମାବେଶରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଅଛି । ଉକ୍ତଦିନ ପ୍ରତ୍ୟୁଷ ଘ୫.୨୩ ମିନିଟରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ମାଙ୍ଗଳିକ କର୍ମମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି। ତନ୍ମଧ୍ୟରେ… Continue reading ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମନ୍ଦିର ଶୁଭ ଉଦବୋଧନ ମହୋତ୍ସବ

ଧର୍ମଗଡ ଗୋପବନ୍ଧୁ ନଗର ରେ ମହାଲକ୍ଷ୍ମୀ ପୁଜା ପାଲିତ

ଧର୍ମଗଡ: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଲକ୍ଷ୍ମୀପୂଜା। ପଦ୍ମହସ୍ତା ମା’ କମଳାକୁ ନେ଼ଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ସୁଖ, ସମ୍ବୃଦ୍ଧିି, ସୌଭାଗ୍ୟ, ସୁଖ୍ୟାତି, ଓ ୟେଶ୍ଚର୍ଯ୍ୟରେ ନେଇ ବିରାଜିତ ମାଆ ଲକ୍ଷ୍ମୀ। ଏହି ପରୀପ୍ରେକ୍ଷୀରେ ଧର୍ମଗଡ ଅଧିନସ୍ତ ଗୋପବନ୍ଧୁ ନଗରରେ ଚଳିତ ମାସ ୯ ତାରିଖ ସୋମବାର ଠାରୁ ୧୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ମାଆ ଲକ୍ଷ୍ମୀ ଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇ ଅଛି। ଉକ୍ତ ପୂଜାରେ ପୂଜକ ଭାବେ… Continue reading ଧର୍ମଗଡ ଗୋପବନ୍ଧୁ ନଗର ରେ ମହାଲକ୍ଷ୍ମୀ ପୁଜା ପାଲିତ

You cannot copy content of this page