ପଞ୍ଚାୟତ ଓରମାସ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୟାଗଡ: ପଞ୍ଚାୟତ ସମିତି, ଓରମାସ, ନୟାଗଡ ଦ୍ୱାରା ଆୟୋଜିତ ୪ ଦିନ ବ୍ୟାପୀ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରାଜପଟଣା ମିନି ଷ୍ଟାଡିଅମ ଠାରେ ଖୁବ ଧୁମଧାମରେ ଚାଲିଛି l ଉଦଘାଟନୀ ଉତ୍ସବରେ ନୟାଗଡ ବିଧାୟକ ମାନ୍ୟବର ଡଃ ଅରୁଣ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ, ଆଗାମୀ ଚଳଚ୍ଚିତ୍ର ବିଧାୟକର ନାୟକ ପ୍ରଦୀପ ଖୁଣ୍ଟିଆ (ଡୋରା), ସିନେ କଳାକାର ଦେବୁ ବ୍ରହ୍ମା, ସୁମନ ମହାରଣା, ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ ପ୍ରମୁଖ… Continue reading ପଞ୍ଚାୟତ ଓରମାସ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

You cannot copy content of this page