ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ,୨0।୧୨: ଧର୍ମଗଡ ବ୍ଲକ କାର୍ଯ୍ୟଳୟ ଠାରେ ଗୁରୁବାର ଦିନ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଧର୍ମଗଡ ବ୍ଳକ ଉନ୍ନୟନ ଅଧିକାରୀ ଶରତ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିପିଓ ଦେବୀ ପ୍ରସାଦ ମେହେର,ପୂର୍ବତନ ଜିପିଓ କେଦାର ନାଥ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ, ହରିଟିକଲଚର ଅଧିକାରିଣୀ ଶ୍ରୀମତୀ ପ୍ରତିଭା ନାଏକ , ବିଏସଏସଓ ଦମୟନ୍ତୀ ନାଏକ, ଡବ୍ଲୁଇଓ ଶିବାନୀ ନାଏକ, ଧର୍ମଗଡ… Continue reading ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶବ ଉଦ୍ଧାର

କଳାହାଣ୍ଡି, ୨0|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଇନ୍ଦ୍ରାବତୀ ଛାତ୍ରୀ ନିବାସ ଭିତରୁ ଗୁରୁବାର ଦିନ ଜଣେ ଛାତ୍ରୀଙ୍କ ମୃତ ଶରୀର ପୋଲିସ ଉଦ୍ଧାର କରିଛି |ଛାତ୍ରୀ ଜଣକ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ଗାଁ ର ତୋଫାଳି ନାଏକ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି | ସେ ଚଳିତ ବର୍ଷ ବାଣିଜ୍ୟ ଯୁକ୍ତ ପ୍ରଥମ ରେ ଅଧୟନ କରୁଥିଲେ | ଖବର ଲେଖା ଯାଏଁ… Continue reading ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶବ ଉଦ୍ଧାର

ଚିଲିକା: ଓଷ୍ଟା ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

ଚିଲିକା: ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଚିଲିକା ବ୍ଲକ ଶାଖା ଆନୁକୁଲ୍ୟରେ ଚିଲିକା ବ୍ଲକର ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଷ୍ଟା ଚିଲିକା ବ୍ଲକ ଶାଖାର ସଭାପତି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତା ଓ ସ°ପାଦକ କୁନା ମହତ୍ଵଙ୍କ ସ°ଯୋଜନା ତଥା ନୀଳକଣ୍ଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିବାକର ମିଶ୍ର ସହଯୋଗ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ଚିଲିକା… Continue reading ଚିଲିକା: ଓଷ୍ଟା ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

You cannot copy content of this page