ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବୋର୍ଡ ଅଫ୍ ଗଭମେଣ୍ଟ ଆଇଆଇଟି ସଦସ୍ୟ ସତ୍ୟବ୍ରତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ, ବଡ଼ବିଲ କଲେଜର… Continue reading ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋଦଗlଡ଼ିଆ ଓ ମୁରିଙ୍ଗିସିଙ୍ଗା ରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗ୍ରାମରେ ତିନୋଟି ଘର ଭାଙ୍ଗିଲା ଗୋଠ ଛଡା ଦନ୍ତାହାତୀ । କୋଦଗାଡିଆ ଗ୍ରାମର ବସନ୍ତ ନାଏକ ଓ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଥିବା ବେଳେ ମିରିଗିସିଙ୍ଗା ଗ୍ରାମର ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗି ଛି ଗୋଠ ଛଡ଼ା । ଆଜି ସକାଳ ପାଖାପାଖି ୫ଟା ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ଗୋଠ ଛଡ଼ା ଦନ୍ତା… Continue reading କୋଦଗlଡ଼ିଆ ଓ ମୁରିଙ୍ଗିସିଙ୍ଗା ରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ

ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ବାଳକାଟି: ସକାଳ ୮ଟା୧୫ମିନିଟ୍ ସମୟରେ ଅନଲାଇ ଏବଂ ଅଫଲାଇନ ମାଧ୍ଯମରେ ଚକରଇଷ୍ଟିଚ୍ବୁଟ ଅଫ ଯୋଗ ଟ୍ରଷ୍ଟ ତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ ହୋଇଯାଇଛି | ଏଥିରେ ଟ୍ରଷ୍ଟର ସମ୍ପାଦକ ତଥା ଯୋଗଏବଂ ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ବିଶ୍ବ ଧ୍ଯ୍ଯାନ ଦିବସଟିକୁ ଅନଲାଇନ ଜରୀଆରେ ଭଦ୍ରକରୁ ହିମାଂଶୁ ଶେଖର ରାଉତ,ମତୋରୁ ସୁବ୍ରବତ ସାହୁ,ନିଆଳିରୁ ସୁନିତା ଲେଙ୍କା ଏବଂ ବାଲେଶ୍ବରରୁ ସୁଶ୍ରୀଦିବ୍ଯଜ୍ଯୋତି ପରିଡା ଉପସ୍ଥିତ ରହି ଧ୍ଯ୍ଯାନ ବିଷୟରେ ବୁଝିବାପରେ… Continue reading ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ