ମା ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା

ହୁଣ୍ଡିରୁ ଆୟ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ। ଚିଲିକା,୭।୧ତିନିମାସ ପରେ ଆଜି ସକାଳ ୧୦ ଘଟିକା ସମୟରେ ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ଆଦାୟ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସହିତ ସୁନାରୂପାର କିଛି ଦ୍ରବ୍ୟ ସ୍ଥାନୀୟ ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି, ସ୍ଥାନୀୟ ତହସିଲ୍ ଦାର ଟି ପଦ୍ମନାଭ ଦୋରା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର କର୍ମଚାରୀ, ସେବାୟତ ଓ ସ୍ଥାନୀୟ… Continue reading ମା ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା

ତୋଫାଲି ନାଏକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ପ୍ରେସ୍ ମିଟ

କଳାହାଣ୍ଡି ,୭|୧(ଉତ୍କଳ ବୁଲେଟିନ)କଳାହାଣ୍ଡି ଜ଼ିଲ୍ଲା ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷ ର ଛାତ୍ରୀ ତୋଫାଲି ନାଏକ ଇନ୍ଦ୍ରାବତୀ ଛାତ୍ରୀ ନିବାସ ଠାରେ ଗତ ଡିସେମ୍ବର ୧୯ ତାରିଖ ଦିନ ସନ୍ଦେହଜନକ ମୃତ୍ୟୁ ହୋଇଯାଇଥିଲା। ଏସଂକ୍ରାନ୍ତରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ପକ୍ଷରୁ ସ୍ଥାନୀୟ ଓରିଅନ ହୋଟେଲ ଠାରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା।ଏଥିରେ ସେମାନେ ପ୍ରକାଶ କରିଥିଲେ ଯେ ପରିବାର ଲୋକଙ୍କ ଅଭିଯୋଗ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କହିବା କଥା… Continue reading ତୋଫାଲି ନାଏକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ପ୍ରେସ୍ ମିଟ

ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ

କଳାହାଣ୍ଡି, ୭/୧(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ମଙ୍ଗଳବାର ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ବାମ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଏବଂ ଧର୍ମଗଡ ବ୍ଲକର ସର୍ବମୋଟ ୫୩,୩୭୪ ହେକ୍ଟର ଚାଷଜମିକୁ ଜଳ ସେଚନ ଯୋଗାଇ ଦିଆଯିବା ନେଇ ପଦକ୍ଷେପ ନିଆଯାଇଛି। ବାମ ମୁଖ୍ୟ କେନାଲରୁ ୫କ୍ୟୁମେକ୍ସ ଏବଂ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୩କ୍ୟୁମେକ୍ସ ପାଣି ନିଷ୍କାସନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହା… Continue reading ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ

ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ”SR TALENT HUNT” ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ଵର : ବିଜେବି ନଗର ସ୍ଥିତ ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆନୁକୂଲ୍ୟରେ ”SR TALENT HUNT” ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠାନର ନିର୍ଦେଶକ ତଥା ବିଜେବି ଜୁନିଅର କଲେଜର ପୂର୍ବତନ ଗଣିତ ଅଧ୍ୟାପକ ସତ୍ୟଜିତ ରାୟଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଇଂରାଜୀ ଅଧ୍ୟାପକ… Continue reading ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ”SR TALENT HUNT” ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ

ଦରଦାମ ବୃଦ୍ଧି ପ୍ରତିବାଦରେ ଲୋୟର ପିଏମଜିରେ ଆନ୍ଦୋଳନ

ବାଲିଅନ୍ତା, ୬|୧: ଦରଦାମ ବୃଦ୍ଧି ବିଜେଡି ପକ୍ଷରୁ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋୟର ପିଏମଜୀରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ବିକ୍ଷୋଭ କରାଯାଇଛି l ବିଧାୟକ ନବକିଶୋର ମଲ୍ଲିକଙ୍କ ତତ୍ୱାବଧାନରେ ହଜାର ହଜାର କର୍ମୀ ସ୍ଥାନୀୟ ଟଙ୍କପାଣି ସେତୁ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜୀରେ ପହଞ୍ଚିଥିଲେ l ସେଠାରେ ଉଭୟ… Continue reading ଦରଦାମ ବୃଦ୍ଧି ପ୍ରତିବାଦରେ ଲୋୟର ପିଏମଜିରେ ଆନ୍ଦୋଳନ

ରୁପରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକଉତ୍ସବ ପାଳନ

ସଂମ୍ମାନୀୟ ଅତିଥି ଭାବରେ ଯୋଗଦାନ କଲେ ମ .ରାମପୁର ର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରକାଶ ପଣ୍ଡା । କଳାହାଣ୍ଡି,୬/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ସୋମବାର ଦିନ କଳାହାଣ୍ଡି ଜ଼ିଲ୍ଲା ରୁପ୍ରାରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ବହୁତ୍ ଧୁମ୍ ଧାମରେ ସ୍କୁଲ ପରିସରରେ ସମସ୍ତ ଅଭିଭାବକ ଓ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଗହଣରେ ପାଳନ ହୋଇଛି । ସରସ୍ବତୀ ଶିଶୁ ମନ୍ଦିର ର ସମ୍ପାଦକ ସଞ୍ଜୀବ କୁମାର… Continue reading ରୁପରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକଉତ୍ସବ ପାଳନ

You cannot copy content of this page