ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ

Dhan Mandi launched today at Pratap Rudrapur Panchayat Seva Samaj Samiti

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଖୋର୍ଦ୍ଧା ସମବାୟ ଉପ ନିବନ୍ଧକ ଅଳକା ନନ୍ଦ ଜେନା, ସହକାରୀ ସମବାୟ ନିବନ୍ଧକ ଅନିମା ବେହେରା, ଉପ ସହକାରୀ ନିବନ୍ଧକ ଅମିୟ ଖୁଣ୍ଟିଆ, ଏମ .ଆଇ ଶ୍ରଦ୍ଧାଞ୍ଜଳି ସେଠୀ, ସରପଞ୍ଚ ଶ୍ରଦ୍ଧେୟା ପାତ୍ର, ସମିତିସଭ୍ୟା ଉମାରାଣି ମହାନ୍ତି, ପ୍ରଦୀପ୍ତ ଜେନାମଣି, ସମବାୟ ସଭାପତି ସୁଧୀର… Continue reading ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ

ଧର୍ମଗଡ ରାଜରାସ୍ତା ଉପରେ ଘୁମୁରାର ତାଳେ ତାଳେ ନାଚିଲେ ବ୍ଲକର କର୍ମଚାରି

କଲାହାଣ୍ଡି ଉତ୍ସବ ବ୍ଲକ ସ୍ତରୀୟ ଘୁମୁରା ୨୦୨୫ ଅନୁଷ୍ଟିତ ! କଳାହାଣ୍ଡି, ୮|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି | ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡବ୍ଲକ ଠାରେ ପାଳିତ ହୋଇଯାଇଛି ।ଆଜି ସକାଳୁ ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା’ ଭଣ୍ଡାର ଘରୁଣୀଙ୍କ ମନ୍ଦିର ଠାରୁ ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ… Continue reading ଧର୍ମଗଡ ରାଜରାସ୍ତା ଉପରେ ଘୁମୁରାର ତାଳେ ତାଳେ ନାଚିଲେ ବ୍ଲକର କର୍ମଚାରି

ଭଦ୍ରକ ଜିଲ୍ଲା ଯୋଗ ଶିକ୍ଷକ ନିଯୁକ୍ତିରେ ପାତର ଅନ୍ତର

ଭଦ୍ରକ: ବିଜ୍ଞାପନ ସଂଖ୍ୟା ୧୪/୨୦୨୩ ଅନୁସାରେ ଯୋଗ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା, କିନ୍ତୁ ଏଯାବତ ଯୋଗ ଶିକ୍ଷକମାନେ ନିଯୁକ୍ତି ପାଇପାରିଲେନାହିଁ I କାରଣ ପ୍ରତ୍ୟେକ ଥର କିଛିନା କିଛି ବିବାଦ ମୁଣ୍ଡ ଟେକୁଛି I ଯେପରି ପ୍ରଥମେ ବିନା ସାକ୍ଷାତକାରରେ ନିଯୁକ୍ତି ଦେବା ପାଇଁ ପ୍ରଚେଷ୍ଟା କରାଯାଇଥିଲା, ପରେ ଯୋଗ ଶିକ୍ଷକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପରେ ସାକ୍ଷାତକାରରେ ବ୍ୟବସ୍ତା କରାଗଲା, ପୁଣି ସ୍କିଲ ଇଣ୍ଡିଆରୁ ସାର୍ଟିଫିକେଟ ଦେଇଥିବାରୁ କିଛି ପିଲାଙ୍କୁ ନାକଚ… Continue reading ଭଦ୍ରକ ଜିଲ୍ଲା ଯୋଗ ଶିକ୍ଷକ ନିଯୁକ୍ତିରେ ପାତର ଅନ୍ତର

ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ଧର୍ମଗଡ: ୮/୧/,ଜନ୍ମେଜୟ ନାଏକଙ୍କ ରିପୋର୍ଟ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚ୍ଛିଲିପା ନିକଟସ୍ଥ ତେଲନଦୀ ଆମ୍ବ ତୋଟାଠାରେ ଧର୍ମଗଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରତିବର୍ଷ ଭଳି ନୂତନ ବର୍ଷ ୨୦୨୫ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସଭାପତି ହିମାଂଶୁ ଶେଖର ମୁଣ୍ଡ , ଉପ ସଭାପତି ବିଘ୍ନରାଜ ପଟଯୋଷି , ସମ୍ପାଦକ, ସୁନୀଲ ପାତ୍ର କୋଷାଧ୍ୟକ୍ଷ ବିରଞ୍ଚି ବେହେରା,  ଉପଦେଷ୍ଟା ଗୁଣନିଧି ମାଝୀ ତଥା ଅନେକ ଅବସର… Continue reading ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ଘୁମୁରା ୨0୨୫ ପାଳନ ପାଇଁ ଗଡ଼ିଲା ପ୍ରଚାର ରଥ

କଳାହାଣ୍ଡି, ୮/0୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆୟୋଜିତ ହେଉଛି। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ପରେ ବ୍ଲକସ୍ତରୀୟ ଏବଂ ଶେଷରେ ଜିଲ୍ଲାସ୍ତରରେ ପାଳନ କରାଯାଇଥାଏ | ଏହି ପରିପ୍ରେକ୍ଷୀରେ ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଜାନୁଆରୀ ୧୫, ୧୬, ୧୭ ରେ ଅନୁଷ୍ଠିତ ହେବ । ଏ ନେଇ… Continue reading ଘୁମୁରା ୨0୨୫ ପାଳନ ପାଇଁ ଗଡ଼ିଲା ପ୍ରଚାର ରଥ

ଗୋଷ୍ଠୀ କୃଷି ଅଧିକାରୀଙ୍କ ଅବସର ପରେ ଭବ୍ୟ ସମ୍ବର୍ଦ୍ଧନା

ଧର୍ମଗଡ,8/1: ଜନ୍ମେଜୟ ନାଏକଙ୍କ ରିପୋର୍ଟ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଛିଲୀପା ଗ୍ରାମର ଗଜାନନ ସାହୁ ତାଙ୍କ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ ପରେ ତାଙ୍କୁ ନିଜ ଗାଁ ଲୋକେ ଭାବ୍ୟ ସ୍ବାଗତ କରି ତାଙ୍କୁ  ବାଜା ବଜାଇ ନାଚ ଗିତ ସହ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ଆଦର୍ଶ, ବ୍ୟକ୍ତିତ୍ଵ, ସାଧୁତା, କାର୍ଯ୍ୟଶୈଳୀ,,ସଚ୍ଚୋଟ, ନିରପେକ୍ଷତା ସୂଚାଇ ଦିଏ କି ଅବସର କାଳୀନ ସମ୍ବର୍ଦ୍ଧନା ସତେକି ଲାଗୁଥିଲା ତାଙ୍କର ବିଜୟଯାତ୍ରା। ଶ୍ରୀ ସାହୁ ୧୫/୧୨/୧୯୬୪… Continue reading ଗୋଷ୍ଠୀ କୃଷି ଅଧିକାରୀଙ୍କ ଅବସର ପରେ ଭବ୍ୟ ସମ୍ବର୍ଦ୍ଧନା

ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

Beheaded body of youth found in capital

ଭୁବନେଶ୍ୱର: ରାଜଧାନୀର ମୁହଁ କୁହାଯାଉଥିବା ରସୁରଗଡ଼ ବାଣୀ ବିହାର ମଝିରେ ଥିବା ଫ୍ଲାଇଓଭର ନିକଟରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ସକାଳେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ। ଭୋର ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରସୁଲଗଡ଼ରୁ ବାଣୀବିହାର ଜାତୀୟ ରାଜପଥରେ ଏହି ହତ୍ୟାକାଣ୍ଡ ଘଟିଛି। ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ। ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ମୃତଦେହକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ସୂଚନା ଅନୁଯାଯ଼ୀ, ଦୁଇ… Continue reading ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

ପ୍ରବାସୀ ଭାରତୀୟଙ୍କ ଆଗମନକୁ ନେଇ ସଜେଇ ହୋଇଛି ଶାନ୍ତିସ୍ତୁପ

Shantistu is decorated for the arrival of overseas Indians

ବାଲିଅନ୍ତା,୭|୧: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅଷ୍ଟାଦଶ ତମ ପ୍ରବାସଭାରତୀୟ ସମ୍ମିଳନୀ l ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯିବା ସହ ଓଡିଶାକୁ ସମଗ୍ର ବିଶ୍ୱରେ ବିଶ୍ୱବନ୍ଦିତ କରିବାପାଇଁ ଚେଷ୍ଟା କରିଛନ୍ତି l ଏଥିପାଇଁ ରାଜଧାନୀ ଓ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି l ରାସ୍ତାଘାଟ ଚକାଚକ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗ ଓ ଚିତ୍ରବିଚିତ୍ରରେ ସଜାଯାଇଛି କାନ୍ଥବାଡ l ଆଉ… Continue reading ପ୍ରବାସୀ ଭାରତୀୟଙ୍କ ଆଗମନକୁ ନେଇ ସଜେଇ ହୋଇଛି ଶାନ୍ତିସ୍ତୁପ

You cannot copy content of this page