ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଖୋର୍ଦ୍ଧା, 10/01/25: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବେଗୁନିଆ ବ୍ଲକ ପୋଡାଡିହ ଠାରେ ଅସହାୟ, ଗରିବ ବ୍ୟକ୍ତିବିଶେଷଙ୍କୁ ମହିମା ସାଧୁ ଜୟରାମ ଦାସ ବାବାଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତି ଙ୍କ ପରିଚାଳନା ଓ ସଂଯୋଜନା ସହିତ ସେବା ସମବାୟ ସମିତିର ସଭାପତି ସୁଦର୍ଶନ ମାଣିକଙ୍କ ଅଧ୍ୟକ୍ଷ ତା ରେ 15 ଜଣ ଅସହାୟ ବ୍ୟକ୍ତିଙ୍କ ପାଇଁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ… Continue reading ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ବାଲିଅନ୍ତା,୧0|୧: ବିଶ୍ୱପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ମଧ୍ୟ ୮୫ ରୁ ଅଧିକ ପ୍ରବାସୀ ଭାରତୀୟ ମାନେ ଆସିଥିଲେ l ସେଠାରେ ମଧ୍ୟ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ସେମାନେ ସ୍ତୁପ ଉପରେ ବୁଲିବା ସହ ଭଗବାନ ଗୌତମ ବୁଦ୍ଧଙ୍କୁ ଦର୍ଶନ କରିଥିଲେ l ଏଥିସହ ଓଡିଶା ଇତିହାସର ଗାରିମାମୟ ଗାଥା ଓ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକଙ୍କ ପ୍ରତିପତି ବିଷୟରେ ଜାଣିଥିଲେ l ସ୍ତୁପ ଉପରୁ ଭୁବନେଶ୍ୱର… Continue reading ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର

ଧର୍ମଗଡ଼, ୧୦/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଓଡିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଦିନ ତଳେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଂଚାର ହୋଇଛି । ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଂଚଳ ର 11 ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ… Continue reading ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର

ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ବେତନଟୀ,୧୦/୧: ଶୁକ୍ରବାର ସିବିଏସଇ ବେତନଟୀ ଆଗ୍ରିଆ ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ଗ୍ରାଣ୍ଡ ପେରେଣ୍ଟସ ଡେ ଓ ପୁରସ୍କାର ବିତରଣୀ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ଓ ସଂମାନନୀୟ ଅତିଥି ଭାବେ ସ୍କୁଲ ସଭାପତି ମଦର ଟେସିନା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଅତିଥି ତାଙ୍କ… Continue reading ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

ଧର୍ମଗଡ଼, ୮/୨ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ପରିସରରେ  ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି |ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡ ବ୍ଲକ ଠାରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର କୁ ଯାଇ ସେଠାରୁ ପୂଜାର୍ଚ୍ଚନା ପରେ ମା ଙ୍କ ଠାରୁ  ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ… Continue reading ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

You cannot copy content of this page