କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ… Continue reading କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ଧର୍ମଗଡ,୧୧/୦୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):        କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଡୁମେରଗୁଡ଼ା ଗ୍ରାମପଞ୍ଚାୟତ ଡୁମେରଗୁଡ଼ା କନ୍ଦାମାଲ ପଡିଆ ଠାରେ ସାପ୍ତାହିକ ବଜାର ର ଶୁଭ ଉଦ୍ ଘାଟନୀ ଉତ୍ସବ ପାଳିତ ହୋଇ ଯାଇଅଛି। ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ମାନ୍ୟବର ବିଧାୟକ ସୁଧୀରକୁମାର ପଟଯୋଷି ଯୋଗଦାନ କରି ନିଜ କର କମଳରେ ଉଦ୍ ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା ,… Continue reading ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

You cannot copy content of this page