ପ୍ରତାପଶାସନ ସମବାୟ ସମିତି ପକ୍ଷରୁ ଧାନମଣ୍ଡିର ଶୁଭାରମ୍ଭ

Pratap Sasan Cooperative Society launches Dhan Mandi

ବାଲିଅନ୍ତା,୧୧|୧: ପ୍ରତାପଶାସନ ସେବା ସମବାୟ ସମିତି ପକ୍ଷରୁ ଆଜି ଚଳିତ ଖରିଫ ଋତୁ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି l ସମବାୟ ସମ୍ପାଦକ ମୋନିକା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ନଳିନୀକାନ୍ତ ମହାପାତ୍ର, ଉପସଭାପତି ରଶ୍ମିତା ମଞ୍ଜରୀ ରାୟ, ସହକାରୀ ଉପନିବନ୍ଧକ, ଭୁବନେଶ୍ୱର ଅମୀୟ କୁମାର ଖୁଣ୍ଟିଆ, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନୋଡାଲ ଅଫିସର ତଥା ପ୍ରତାପଶାସନ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ ତୋଫାନ ପ୍ରଧାନ, ଚାଷୀକମିଟିର ସଭ୍ୟ… Continue reading ପ୍ରତାପଶାସନ ସମବାୟ ସମିତି ପକ୍ଷରୁ ଧାନମଣ୍ଡିର ଶୁଭାରମ୍ଭ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଉଦଘାଟିତ

kalahandifestival strated

ଧର୍ମଗଡ଼, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଶିବାଜି ଷ୍ଟାଡିୟମରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ରସିଂ ଦେଓ ସମ୍ମାନୀତ ଅତିଥି ଭାବରେ ପୂବର୍ତନ ବ୍ଲକ ଅଧକ୍ଷ ତୁଲେଶ୍ଵର ନାଏକ, ବୃହସ୍ପତି ସାହୁ,ସୁରଥ ସାହୁ, ଗହନ୍ତିଆ ସୁବାଷ ରାଉତ, ଝାଙ୍କର ମୋତିରାମ ମାଝୀ,ଯୁବନେତା, ସାହୁଳ ମଙ୍ଗରାଜ, ପ୍ରିୟବ୍ରତ ସିପକା, ବରିଷ୍ଟ ସାମ୍ବାଦିକ ସୁଧୀର ସାହୁ,… Continue reading ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଉଦଘାଟିତ

You cannot copy content of this page