କଳାହାଣ୍ଡି,୧୭/୧/(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ସ୍ଥିତ ସପ୍ତାହିକ ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଥିଲା, ଏହି ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରେ ମାଣ୍ଡିଆ ଚାଷ କରି ଅମଳ ଉତ୍ପାଦନ କରୁଥିବା ଚାଷୀମାନେ ମାଣ୍ଡିଆ ଆଣି କୁଇଣ୍ଟାଲ ପିଛା ୪୫୦୦ଟଙ୍କା ରେ ବିକ୍ରୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବରେ ଉପ ଏ.ଡି ଓ ଏବଂ ୱାସନ୍ ର ଏ.ଡି.ପି ଶି,ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ,ଏ.ଏ.ଓ,… Continue reading ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ
ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ
