କଳାହାଣ୍ଡି, ୧୯|୧(ପ୍ୟାରିଲାଲ ଦୁର୍ଗା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରର ଶକ୍ତି ଟିଭି ଚ୍ୟାନେଲ ସମ୍ପାଦକ ତଥା ପ୍ରତିଷ୍ଠାତା ଓ ସମାଜ ସେବୀ କ୍ରୀଷ୍ଣା ସେଠୀ ଙ୍କୁ ତା ୧୮/୧/୨୫ ରେ ସମ୍ମାନ ଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଥିଲା I ନୂଆଦିଲ୍ଲୀ ସ୍ଥିତ ଦ କେଷ୍ଟଲ ଅଫ ଆର୍ଟ ଥିଏଟର ଦଶମେସ ପ୍ଲାଜ ଫରିଦାବାଦ ରେ ମେଜିକ ଏଣ୍ଡ ଆର୍ଟ ଉନିଭରସିଟି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନହୋଇ ଥିବା… Continue reading ଶକ୍ତି ଟିଭି ପ୍ରତିଷ୍ଠାତା ଙ୍କୁ ଡକ୍ଟରେଟ ଉପାଧି
ଶକ୍ତି ଟିଭି ପ୍ରତିଷ୍ଠାତା ଙ୍କୁ ଡକ୍ଟରେଟ ଉପାଧି
