କଳାହାଣ୍ଡି, ୨୪/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗୋଡ଼ଭଞ୍ଜା କ୍ଲଷ୍ଟର ଅଧିନସ୍ତ ଛୀଲିପା ଓ ଗୋଡ଼ଭଞ୍ଜା ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି। ଏଥିରେ ସିଆରସିସି ରାଜକୁମାରୀ ନାଏକ ଙ୍କ ନେତୃତ୍ୱରେ ଛୀଲିପା ପଞ୍ଚାୟତ ହାଇସ୍କୁଲ ରୁ ସାଇକେଲ ରେଲି କରିଥିବା ବେଳେ ଗୋଡ଼ଭଞ୍ଜା ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ହୋଇ ବାଳିକା ମାନଙ୍କ ଉତ୍ତମ ଯତ୍ନ ନେବା ସେମାନଙ୍କ… Continue reading ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
