ଗୀତାଞ୍ଜଳି ପକ୍ଷରୁ ବାର୍ଷିକ ସାଂସ୍କୃତିକ ଉତ୍ସବ

ଭୁବନେଶ୍ୱର, ତା 29/01/25: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆସନ୍ତା 31 ତାରିଖ ସନ୍ଧ୍ୟା 6.30 ମିନିଟ ସମୟରେ ଗୀତାଞ୍ଜଳିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ବରିଷ୍ଠ କବି, ପୂର୍ବତନ ଆୟକର ଆୟୁକ୍ତ, ଶରତ ଦାସଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ I ରବୀନ୍ଦ୍ର ସଂଗୀତ… Continue reading ଗୀତାଞ୍ଜଳି ପକ୍ଷରୁ ବାର୍ଷିକ ସାଂସ୍କୃତିକ ଉତ୍ସବ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର: ନବଦାସ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଫାଉଣ୍ଡେସନ ର ଅଧ୍ୟକ୍ଷ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡ଼ିଆ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ… Continue reading ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା

ପଥଚାରି କୁ ଧକ୍କା ଦେଲା ବାଇକ, ଦୁଇଜଣ ଗୁରୁତର

କଳାହାଣ୍ଡି, ୨୯/୧): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୂର ପଞ୍ଚାୟତ ଆମଗୁଡା ନିକଟରେ ପଥଚାରି କୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତ ହୋଇଥିଲେ। ଗୁରୁତର ମାନେ ହେଲେ ଆମଗୁଡା ଗ୍ରାମର ରଏନି ମାଝୀ ଏବଂ ଶାଗବାହାଳୀ ଗ୍ରାମର ଚନ୍ଦ୍ର ବାଗ | ସୂଚନା ମୁତାବକ ରଏନି ମାଝୀ ନିଜ ଘରୁ ଗାଁ ସ୍ଥିତ ବିଳକୁ ଯାଉଥିବା ବେଳେ ଶାଗବାହାଳୀ ଗ୍ରାମରୁ ଚନ୍ଦ୍ର ବାଗ ଆମଗୁଡା ରାସ୍ତାରେ ବାଇକ ଯୋଗେ ଯାଉଥିବା ବେଳେ ରଏନି ମାଝୀ ଙ୍କୁ… Continue reading ପଥଚାରି କୁ ଧକ୍କା ଦେଲା ବାଇକ, ଦୁଇଜଣ ଗୁରୁତର

ମୃତ୍ୟୁଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ

ବାଲିଅନ୍ତା,୨୮|୧: ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଞ୍ଚାୟତ ଅଧିନ ମୃତ୍ୟୁଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିଷଦର ଅଧ୍ୟକ୍ଷ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ ଯୋଗଦେଇଥିଲେ l ପରିଷଦର ସମ୍ପାଦକ ସୁଧୀର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା… Continue reading ମୃତ୍ୟୁଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ

କେଉଁ ଦିନ ପାଳିବେ ସରସ୍ୱତୀ ପୂଜା

When will Saraswati Puja be celebrated?

୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ । ଭୁବନେଶ୍ୱର: ଆଗକୁ ଆସୁଛି ବାଗ୍‌ଦେବୀ ମା’ ସରସ୍ୱତୀଙ୍କ ପୂଜା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରା ଦେଶରେ ଲୋକେ ପାଳନ କରିବାକୁ ଯାଉଛନ୍ତି ମା’ଙ୍କ ପୂଜାର୍ଚ୍ଚନା। ମା’ଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଫେବୃଆରୀ ମାସ ଶ୍ରୀପଂଚମୀରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଦ୍ୱନ୍ଦରେ ରହିଛନ୍ତି ଲୋକେ। ତେବେ କ୍ୟାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ତଥ୍ୟ ସହ ଭିନ୍ନ ଭିନ୍ନ ସମୟ। ତେବେ ଲୋକେ କେଉଁ ସମୟକୁ… Continue reading କେଉଁ ଦିନ ପାଳିବେ ସରସ୍ୱତୀ ପୂଜା

ମଣ୍ଡି ରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଦର୍ଶାଅ ନୋଟିସ

ଛତ୍ରପୁର: ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଠାରେ ପ୍ରକାଶ ଥାଉକି ଚଳିତ ମାସ ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ… Continue reading ମଣ୍ଡି ରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଦର୍ଶାଅ ନୋଟିସ

ଧର୍ମଗଡ଼ ଠାରେ କିନ୍ନରଙ୍କ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୨୯/୦୧ (ପ୍ୟାରିଲାଲ ଦୁର୍ଗା) : ତାଳୁକ ଆଇନ ସେବା ସମିତି ଧର୍ମଗଡ ଦ୍ଵାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜର୍ଜ ଅଧ୍ଯକ୍ଷତାରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞା ପରମିତା ସ୍ଵାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭଗ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ସୁନୀଲ… Continue reading ଧର୍ମଗଡ଼ ଠାରେ କିନ୍ନରଙ୍କ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ

You cannot copy content of this page