ସ୍ଥାୟୀ ମାନ୍ୟତା ଦାବିରେ ବ୍ଲକ ଅଫିସ ଘେରାଉ କଳାହାଣ୍ଡି, ୩୧|୧(ପ୍ୟାରିଲାଲ ଦୁର୍ଗା): ଭାରତୀୟ ମଜଦୂର ସଂଘ ଓଡିଶା ଜୀବିକା ମିଶନ ସଂଘ କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଲକ କମିଟି ପକ୍ଷରୁ ଶୁକ୍ରବାର ସ୍ଥାୟୀ ମାନ୍ୟତା ଦାବିରେ ଗୋଲାମୁଣ୍ଡା ସ୍ଥିତ ବ୍ଲକ ଅଫିସ ଘେରାଉ କରାଯାଇଛି |ଏହା ପୂର୍ବରୁ ସ୍ଥାନୀୟ ମା’ଠାକୁରାଣୀ ମନ୍ଦିର ରେ ସଂଘ ର ସଭାନେତ୍ରୀ ପ୍ରିୟଙ୍କା ସାହୁ, ସମ୍ପାଦିକା ଚେତନା ମାଝୀ ପୂଜାଅର୍ଚ୍ଚନା କଲାପରେ ହଜାରେ ରୁ ଉର୍ଦ୍ଧ ମିଶନ ଶକ୍ତି ଇସି ମହିଳା… Continue reading ହକ ପାଇଁ ରାଜରାସ୍ତାରେ ଗର୍ଜିଲେ ଓଡିଶା ଜୀବିକା ମିଶନ ଶକ୍ତି ମହିଳା
ହକ ପାଇଁ ରାଜରାସ୍ତାରେ ଗର୍ଜିଲେ ଓଡିଶା ଜୀବିକା ମିଶନ ଶକ୍ତି ମହିଳା