ବାଲିଅନ୍ତା,୦୩|୦୨: ବାଳକାଟି ସ୍ଥିତ ବିବେକାନନ୍ଦ ପଦ୍ଲିକ ସ୍କୁଲର ୧୫ ତମ ବାର୍ଷିକଉତ୍ସବ ସୋମବାର ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡଃ ରଜନୀ ରଞ୍ଜନ ଦାଶ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟଅତିଥି ଭାବେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଚଳଚିତ୍ର ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାଶ , ଶିକ୍ଷାବିତ ଜୟନ୍ତ କୁମାର ମହାନ୍ତି, ହାସ୍ୟ ଅଭିନେତା ସୌମ୍ୟରଞ୍ଜନ ପରିଡ଼ା ଓରଫ ଜୁନିଅର ନଟିଆ , ସ୍ଥାନୀୟ ସରପଞ୍ଚ ରିନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ… Continue reading ବିବେକାନନ୍ଦ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ
ବିବେକାନନ୍ଦ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ
