ଚିଲିକା,୪।୨: ୪ ଫେବୃଆରି ୨୦୨୫, ନୂଆଦିଲ୍ଲୀ ସଂସଦର ବଜେଟ ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ । ସେ ଚାରି… Continue reading ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ
ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ
