ଧର୍ମଗଡ଼,୪/୨(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ଦାବୀ ଜୋର ଧରୁଥିବାବେଳେ ଟିପିଗୁଡା ଗ୍ରାମର ମହିଳା ମାନେ ବାବା ପାରଦେଶ୍ୱରଙ୍କ ସରଣାପନ୍ନ ହୋଇଛନ୍ତି l ଟିପିଗୁଡା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ହେମକାନ୍ତି ନାଏକଙ୍କ ସହିତ ଏକାଧିକ ମହିଳା ଧର୍ମଗଡ଼ ସ୍ଥିତ ବାବା ପାରଦେଶ୍ୱର ଠାରେ ଆସି ପୂଜାର୍ଚନା କରିଥିବା ଦେଖିବାକୁ ମିଳିଛି l ଧର୍ମଗଡ଼ ବ୍ଲକ ଟିପିଗୁଡାକୁ ନୂତନ… Continue reading ଟିପଗୁଡାରେ ନୂତନ ବ୍ଲକ ସ୍ଥାପନ ପାଇଁ ବାବା ପାରଦେଶ୍ୱର ମନ୍ଦିରରେ ପୂଜା କଲେ ମହିଳା
ଟିପଗୁଡାରେ ନୂତନ ବ୍ଲକ ସ୍ଥାପନ ପାଇଁ ବାବା ପାରଦେଶ୍ୱର ମନ୍ଦିରରେ ପୂଜା କଲେ ମହିଳା
