ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

କୋକସରା:( ଚକ୍ରଧର ବେଶ୍ରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା, ମୋଟେର, ଏବଂ ଆମପାଣି ଏହିପରି ୩ ଗୋଟି ମଣ୍ଡଳର ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ନେଇ ରବିବାର ଡୋକରି ଚଞ୍ଚରା ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଲକ୍ଷ୍ମୀ କାନ୍ତ ବାଗ, ବିଜୟ ଦେବ ସାହୁ, ଅପରେଶ ସ୍ୱ।ଇଁ , ହିମାଂଶୁ ପଣ୍ଡା,… Continue reading ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

ଫଟୋ ଉଠାଇ ବା ହେଲା କାଲ, ଗୋଡ଼ଖସି ପାଣିରେ ବୁଡି ଗଲେ ଅବିନାଶ

କୋକସରା: (ଚକ୍ରଧର ବେଶ୍ରା): ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା କୁ ହଜାର ହଜାର ପର୍ଯ୍ୟଟକ ଦୈନନ୍ଦିନ ଆସି ଭରପୁର ମଜା ଳେବା ସହ ବେଶ୍ ଉତ୍ସାହିତ ହୋଇ ଖୁସି ଉପଭୋଗ କରି ନିଜ ନିଜ ଘରକୁ ଖୁସିରେ ଖୁସିରେ ଫେରିଥାନ୍ତି। କିନ୍ତୁ ଅତି ଦୁଃଖର ବିଷୟ ନବରଙ୍ଗପୁର ଜିଲ୍ଲା ଡୁମେର ମୁଣ୍ଡା ଗାଁ ର ଅବିନାଶ ପରଜା ବୟସ ଅନୁମାନିକ ୨୧ଏବଂ ପାପଡା ହାଣ୍ଡି ବ୍ଳକ ଡଙ୍ଗରା ଗ୍ରାମର ଡୁଲେଶ୍ଵର ଭତରା ଉଭୟ ଦୁଇ ସାଙ୍ଗ… Continue reading ଫଟୋ ଉଠାଇ ବା ହେଲା କାଲ, ଗୋଡ଼ଖସି ପାଣିରେ ବୁଡି ଗଲେ ଅବିନାଶ

ବ୍ରାହ୍ମଣୀଗାଁ ପୋଲିସ ର ବଡ ସଫଳତା: ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ

ଦାରିଙ୍ଗବାଡ଼ି,୯।୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା , ୨୮୦ କିଲୋ ଗଞ୍ଜେଇ ସହ ଗୋଟିଏ ମିନିଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ସମ୍ପୃକ୍ତ ଆସାମୀ ଫେରାର ଥିବା ଜଣା ପଡ଼ିଛି।ସୂଚନାନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ ମୁଣ୍ଡରେ ଚଢ଼ାଉ କରିଥିଲା। ହେଲେ ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିବାରେ… Continue reading ବ୍ରାହ୍ମଣୀଗାଁ ପୋଲିସ ର ବଡ ସଫଳତା: ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ

ସ୍ବର୍ଗତ ଧ୍ରୁବଚରଣ ଥିଲେ ନୀତିନିଷ୍ଠ ସମାଜସେବୀ

ଭୁବନେଶ୍ୱର, 09/02/25: ଶିଶୁପାଳ ର ବରିଷ୍ଠ ସମାଜସେବୀ, ରାଜନୀତିଜ୍ଞ, ସରଳ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ଧ୍ରୁବଚରଣ ପାତ୍ରଙ୍କ ଏକାଦଶ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ବ୍ରହ୍ମହେସ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଯୁବ ସମାଜସେବୀ ଶ୍ରୀକାନ୍ତ ପାତ୍ର ଓ ଭାଗ୍ୟଲତା ପାତ୍ରଙ୍କ ସଂଯୋଜନା ରେ ଆୟୋଜିତ ସ୍ମୃତି ସଭାରେ ସ୍ବର୍ଗତ ପାତ୍ର ଥିଲେ ସମାଜସେବା, ରାଜନୀତି ତଥା ସାମଗ୍ରିକ କ୍ଷେତ୍ରରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ. ସାଧାରଣବ୍ୟକ୍ତି… Continue reading ସ୍ବର୍ଗତ ଧ୍ରୁବଚରଣ ଥିଲେ ନୀତିନିଷ୍ଠ ସମାଜସେବୀ

ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀ ଆଜି ଲଢ଼େଇ

ଭୁବନେଶ୍ୱର, ୯।୨: ବାରବାଟୀ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହା ଏକଦିବସୀୟର ଦ୍ୱିତୀୟ ସିରିଜ । ଖେଳ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ପ୍ରଥମ ଦିନିକିଆରେ ନାଗପୁରରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଯଦି ଭାରତ ମ୍ୟାଚ୍‌ ଜିତେ ତେବେ ସିରିଜ ବିଜୟୀ ହୋଇଯିବ। ତେଣୁ ଇଂଲଣ୍ଡ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ… Continue reading ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀ ଆଜି ଲଢ଼େଇ

You cannot copy content of this page