ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଚାନ୍ଦବାଲି: ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲ୍ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ଏହିପରିପକ୍ଷେ ଆଜି ଚାନ୍ଦବାଲି ଏନଏସିର ବାଲିଗାଁ ଅଞ୍ଚଳରେ ମା’ କ୍ଷୀର ଶିଶୁପାଇଁ କେତେ ଆବଶ୍ଯକ ଅଟେ ସେବିଷୟରେ ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରର ଏନ୍ଏମ କର୍ମୀ ସୁଧାଶୁଂ ମଳିନି ବେହେରା ସମସ୍ତ ମା ମାନଙ୍କୁ ବୁଝାଇବାପରେପରେ ଏସଡିପିଓ ସବିତା ସେଠି ଉପସ୍ଥିତ ହୋଇ ବୁଝାଇଥିଲେ… Continue reading ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି , ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର… Continue reading ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭବାନୀପାଟଣା, ୧୫/୦୨ (ଜଗନ୍ନାଥ ନାଏକଙ୍କ ସହିତ ମାନସ କୁମାର ନାଏକ): ଦିନକୁ ଦିନ ସିଜିମାଳି ପ୍ରଭାବିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦ ରୁ ଉଦ୍ଧ ଗ୍ରାମରୁ ପ୍ରାୟ କୋଡିଏ ହଜାର ରୁ ଉଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସହ ସିଜି ମାଳୀ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ମତ ପ୍ରକାଶ କରିଛନ୍ତି… Continue reading ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

You cannot copy content of this page