ଫୁଲବାଣୀ ୧୭/2: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପ୍ରମୁଖ ଜଣାଶୁଣା ବ୍ୟବସାୟୀ ସଫଳ ଉଦ୍ୟୋଗୀ, ରାଜ୍ୟ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଅଗ୍ରୱାଲଙ୍କର ପିତା ଶିବପ୍ରସାଦ ଅଗ୍ରୱାଲଙ୍କର ଗତକାଲି ସକାଳ ୧୧ ଟା ସମୟରେ ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ପାଟଣା ଗତିକୃଷ୍ନ ଭିଲା ୨୯ ନାତି ଗୋପାଳ ଅଗ୍ରୱାଲ ଘରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସର୍ଗତଃ ଅଗ୍ରୱାଲ ଜଣେ ମେଳାପୀ,ମିଷ୍ଟଭାସି, ସହଯୋଗୀ, ପରୋପକାରୀ, ଧର୍ମ ପରାୟଣ… Continue reading ସାମ୍ବାଦିକ ଙ୍କର ପିତୃ ବିୟୋଗ
ସାମ୍ବାଦିକ ଙ୍କର ପିତୃ ବିୟୋଗ
