ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଦଳ ଚମ୍ପିୟାନ କୋକସରା,୧୮।୨(ଚକ୍ରଧର ବେଶ୍ରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ବାଆଦୀ ଠାକୁର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖୋଲ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ବଡପୁଝାରୀଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଜବାବରେ ବାଞ୍ଜିବାହାଲ ଟିମ୍ ପଡିଆକୁ ଓହ୍ଲାଇ ୧୨… Continue reading ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ଉତ୍ସବ

କୋକସରା,୧୮।୨( ଚକ୍ରଧର ବେଶ୍ରା) : କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିଳ୍ପ, ଯୁଗ୍ମ ନିର୍ଦ୍ଦେଶକ ଗରୁଡ଼ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଲଡ଼ୁଗାଁ ଯୋଗ ଦେଇଥିଲେ।… Continue reading ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ଉତ୍ସବ

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭବାନୀ ପାଟଣା, ୧୮/୦୨ (ଜଗନ୍ନାଥ ନାଏକ) : ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ଦ୍ୱାରା ଜିଲ୍ଲା ଇ ଟି ସି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଆନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ, ଜିଲ୍ଳା ସଂସ୍କୃତି… Continue reading ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଣି ଥରେ ହେବ କି ସମଥୀଙ୍ଗ୍ ସମଥୀଙ୍ଗ୍

Will actor Anubhav Mohanty get married again?

Report:- (Deepak Kumar Rana): ପୁଣି ଥରେ ବିବାହ କରିବେ କି ଅନୁଭବ । ପୁଣି ହେବକି ଆଉ ଥରେ ସମ୍ଥୀଙ୍ଗ୍ ସମଥିଙ୍ଗ୍ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଓଲିଉଡ୍ ସପୁରଷ୍ଟାର ଅନୁଭବ ମହାନ୍ତିଙ୍କ କଥା । ଏବେ ଚର୍ଚ୍ଚାକୁ ପୁଣି ଥରେ ଆସିଯାଇଛନ୍ତି ସୁପରଷ୍ଟାର ଅନୁଭବ । ପୁଣି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି ଅନୁଭବ ଏବଂ ତାଙ୍କ ବାନ୍ଧବୀ  । ଶୁଣାଯାଉଛି ଯେ, କାଳେ ଅନୁଭବ ପୁଣି ଏକ ସମଥିଙ୍ଗ୍… Continue reading ପୁଣି ଥରେ ହେବ କି ସମଥୀଙ୍ଗ୍ ସମଥୀଙ୍ଗ୍

ଆସୁଛି ମହାଶିବରାତ୍ରୀ:ଦୀପ ପ୍ରସ୍ତୁତିରେ ନିମଗ୍ନ କୁମ୍ଭାର

Mahashivaratri is coming: Potters busy preparing lamps

କଳାହାଣ୍ଡି, ୧୮|୨: ଆସନ୍ତା ୨୬ ମହାଶିବରାତ୍ରୀ (ଜାଗର) । ଏହି ଉପଲକ୍ଷେ ଧର୍ମଗଡ ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଚରଣରେ ଦୀପ ପ୍ରଜ୍ଜଳନ କରିବା ସହ ରାତି ଉଜାଗର ରହି ଶିବରାତ୍ରୀ ପାଳନ କରିବେ। ଆସନ୍ତ ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି ଧର୍ମଗଡ ବ୍ଲକ ଅଧୀନସ୍ଥ କୁମ୍ଭାର ସାହିର କୁମ୍ଭକାର ସଂପ୍ରଦାୟର ପୁରୁଷ ଓ ମହିଳାମାନେ… Continue reading ଆସୁଛି ମହାଶିବରାତ୍ରୀ:ଦୀପ ପ୍ରସ୍ତୁତିରେ ନିମଗ୍ନ କୁମ୍ଭାର

ସଙ୍କଟପଣ ଅବସ୍ଥାରେ ବୃଦ୍ଧା ମହିଳା, ବୃଦ୍ଧା ମାଆ ର ଦୁଃଖ ବୁଝିବ କିଏ?

କଳାହାଣ୍ଡି, ୧୮|୨: ଏମିତି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକ କେଣ୍ଡୁମୁଣ୍ଡି ପଞ୍ଚାୟତ ର ସେହି ଗ୍ରାମରେ ଜଣେ ବୃଦ୍ଧା ମହିଳା ସଙ୍କଟପଣ ଅବସ୍ଥାରେ ଆର୍ତ୍ତ ଚିତ୍କାର କରୁଛି ,ତାଙ୍କର କେହି ମଧ୍ୟ ନାହାନ୍ତି, ଯାହା ଫଳରେ ସେ ରୋଗା ଗ୍ରସ୍ତ ହେଇ ଘରେ ରହୁଛନ୍ତି ତାଙ୍କ ଦୁଃଖ ବୁଝିବାକୁ କିଏ ନାହାଁନ୍ତି ।ବର୍ତ୍ତମାନ ତାଙ୍କୁ ଚିକିତ୍ସା ର ନିତାନ୍ତ ଆବଶ୍ୟକତା ରହିଛି, ଏହି ଗରିବ ନୀରିହ ବୃଦ୍ଧ ମହିଲାର… Continue reading ସଙ୍କଟପଣ ଅବସ୍ଥାରେ ବୃଦ୍ଧା ମହିଳା, ବୃଦ୍ଧା ମାଆ ର ଦୁଃଖ ବୁଝିବ କିଏ?

ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

Annual sports meet held at Patravasa Government Higher Primary School

କଳାହାଣ୍ଡି, ୧୮|୨: କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଧିର ସାଇକେଲ ଚାଳନା , ଆଳୁଚାମଚ ଦୌଡ, ଗୋଳାଫିଙ୍ଗା, ଦଉଡି ଡିଆଁ, ଚଣା ଗୋଟା ଆଦି ଆଉଟ ଡୋର ଇଭେଣ୍ଟ ସହ ବିଭିନ୍ନ ଇନଡୋର ଇଭେଣ୍ଟ ର ପ୍ରତିଯୋଗିତା ହୋଇଥିଲା। ଅତିଥି ଭାବେ ପୋଟେସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ… Continue reading ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

କଳାହାଣ୍ଡି, ୧୮|୨: କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଞ୍ଚଳର ୧୧ ଗୋଟି ପଂଚାୟତକୁ ନେଇ ବେହେରା ଠାରେ ନୂତନ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କେମିତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ସାକ୍ଷାତ କରିଛନ୍ତି। ବେହେରା ଗ୍ରାମ ହେଉଛି ଦଣ୍ଡପାଟ ଅଂଚଳର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର । ବେହେରା ଗ୍ରାମ ଉପରେ ଏହି ଅଞ୍ଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର… Continue reading ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ମାନଝରି ଗ୍ରାମ ପଞ୍ଚାୟତ ଠାରେ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ

Panchayat level Kishore Mela is being held at Manjhari Gram Panchayat

କଳାହାଣ୍ଡି, ୧୮|୨: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଆଇସିଡିଏସ ପ୍ରକଳ୍ପ ମାନଝରି ସେକ୍ଟର ତରଫରୁ ମାନଝରି ଗ୍ରାମ ପଞ୍ଚାୟତ ଠାରେ କିଶୋରୀ ବାଳିକା ଓ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଭାନୁମତି ସୁନାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହିଳା ପରିଦର୍ଶିକା ପଦ୍ମାବତୀ ସାହୁ,ସମ୍ମାନିତ ଅତିଥି ଭାବେ ସମାଜସେବୀ ରମାକାନ୍ତ ପଟେଲ, ରମଣ ମହାନନ୍ଦ, ନିରଞ୍ଜନ ନାଏକ, ଗୋକୁଳ ପଟେଲ,ଖଗେଶ୍ବର ଅଘରିଆ,ରୁକଚନ ଅଘରିଆ ଉପସ୍ଥିତ ଥିଲେ।ପଂଚାୟତ ର କିଶୋରୀ ବାଳିକା ଓ କିଶୋର… Continue reading ମାନଝରି ଗ୍ରାମ ପଞ୍ଚାୟତ ଠାରେ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ

ଓଡ଼ିଶା ରକ୍ତଦାତା ମହାସଂଘ ବର୍ଦ୍ଧିତ ରକ୍ତ ପ୍ୟାକେଟ ଦର ପ୍ରତ୍ୟାହାର କରିବାକୁ ଦାବି ରଖିଛି

ଭୁବନେଶ୍ୱର: ଓଡ଼ିଶା ରକ୍ତଦାତା ମହାସଂଘ ଆଜି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶାର ସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ଏବଂ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ବ୍ୟାଙ୍କ, କଟକ ଦ୍ୱାରା ରକ୍ତ ପ୍ୟାକେଟ ଦରରେ ସମ୍ପ୍ରତି ₹100 ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି। ରାଜ୍ୟ ରକ୍ତଦାନ ପରିଷଦ ଓଡ଼ିଶାର ନିର୍ଦ୍ଦେଶକଙ୍କୁ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛି, ଯେଉଁଥିରେ କେନ୍ଦ୍ରୀୟ ରକ୍ତ ବ୍ୟାଙ୍କ ଦ୍ୱାରା ଏକାଧିକାର ଭାବରେ ସେମାନେ ଯାହା ଅନୁଭବ କରୁଛନ୍ତି… Continue reading ଓଡ଼ିଶା ରକ୍ତଦାତା ମହାସଂଘ ବର୍ଦ୍ଧିତ ରକ୍ତ ପ୍ୟାକେଟ ଦର ପ୍ରତ୍ୟାହାର କରିବାକୁ ଦାବି ରଖିଛି

You cannot copy content of this page