ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ପ୍ରକଳ୍ପ

୮୦ଜଣ ଦିବ୍ୟାଙ୍ଗଙ୍କୁ ଜୀବନ ରକ୍ଷାକାରୀ କୀଟ ପ୍ରଦାନ ଭବାନୀପାଟଣା, ୨୦/୦୨, (ଜଗନ୍ନାଥ ନାଏକ): ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଖଣି… Continue reading ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ପ୍ରକଳ୍ପ

ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଆଜି ପୁଣି ଥରେ କିଟ୍ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ନିନ୍ଦନୀୟ ଏବଂ ଅମାନବୀୟ ଘଟଣା ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଛି । କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅମାନବୀୟ ଘଟଣାକୁ ବିରୋଧ କରି ଆଜି ଏବିଭିପିର କାର୍ଯ୍ୟକର୍ତ୍ତାମାନେ ବିଧାନ ସଭା ଘେରାଉ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ବବିଦ୍ୟାଳୟ ରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଯେପରି ଭାବରେ ଧମକ ଦିଆଯାଇଥିଲା ଏବଂ… Continue reading ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ମୁଁ ଓଡିଆ ପ୍ରତିଷ୍ଠିତ କାର୍ଯ୍ୟକ୍ରମ

ଭୁବନେଶ୍ୱର ତା 20/02/25: ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ସମଗ୍ର ରାଜ୍ୟ ତଥା ବାହାରେ ମା, ମାଟି, ମାତୃଭାଷା ପାଇଁ କାମ କରିବା ସହିତ ଧର୍ମୀୟ ବାତାବରଣ ସୃଷ୍ଟି କରିବା, ସମସ୍ତ ସ୍ୱାଭିମାନୀ ଓଡ଼ିଆ ଙ୍କୁ ଏକାଠି କରିବା “ମୁଁ ଓଡିଆ “ସଂଗଠନ ର ମୁଖ୍ୟ ଉଦେଶ୍ୟ ବୋଲି ସଂଗଠନ ର ପ୍ରତିଷ୍ଠାତା ସଭ୍ୟ ସାଧୁ, ଦୈତାରୀ ମହାପାତ୍ର ଭୁବନେଶ୍ୱର ସ୍ଥିତ ବୁଲନଭାଇ ସେବା ସଦନ ଠାରେ ମତବ୍ୟକ୍ତ କରିଥିଲେ l ଉକ୍ତ ସଂଗଠନ ରେ… Continue reading ମୁଁ ଓଡିଆ ପ୍ରତିଷ୍ଠିତ କାର୍ଯ୍ୟକ୍ରମ

ଟାଙ୍ଗୀ ମାଧ୍ୟାମିକ ପ୍ରଶିକ୍ଷଣ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

Tangi Secondary Training School old students' friendly reunion.

ଚିଲିକା, ୨୦।୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୩-୭୫ ବର୍ଷ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ତଥା ରାଜ୍ୟ ଗଣଶିକ୍ଷା ଵିଭାଗର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କର ୨ୟ ବାର୍ଷିକ ବନ୍ଧୁ ମିଳନ ସମାବେଶ ଭୂଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ପଠାଣି ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷାଧିକାରୀ ଯୋଗଦେଇ ସେମାନଙ୍କ ମଧ୍ୟରେ… Continue reading ଟାଙ୍ଗୀ ମାଧ୍ୟାମିକ ପ୍ରଶିକ୍ଷଣ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

You cannot copy content of this page