କଳାହାଣ୍ଡି, ୨୧|୨(ଉତ୍କଳ ବୁଲେଟିନ-): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ୨୬ ଟି GPLF ରହିଛି ପ୍ରତି GPLF ରେ ଜଣେ ଲେଖାଏଁ MBK ନିଯୁକ୍ତି ହୋଇଛନ୍ତି ଏହି ସବୁ MBK ମାନେ ଗ୍ରାମ ପଞ୍ଚାୟତ ସ୍ତରରେ CRPCM ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସରକାରୀ ଯୋଜନା କୁ ତୃଣମୂଳ ସ୍ତରରେ… Continue reading ଲକ୍ଷ୍ୟପତି ଦିଦି ତାଲିମ କାର୍ଯ୍ୟକ୍ରମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଘୋଟଲା ଅଭିଯୋଗ,ତଦନ୍ତ ଦାବି
ଲକ୍ଷ୍ୟପତି ଦିଦି ତାଲିମ କାର୍ଯ୍ୟକ୍ରମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଘୋଟଲା ଅଭିଯୋଗ,ତଦନ୍ତ ଦାବି
