ବଜାର୍ ରେ ଟମାଟୋ ଦର ହେଲା ଶସ୍ତା … ଚିନ୍ତାରେ ଚାଷୀ

ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣରେ ଦାବୀ ଭବାନୀପାଟଣା: ପରିବା ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ ପରେ ପରିବା ଅମଳ କରିଥାଏ, ବଜାରରେ ଠିକ୍ ଦର ଥିଲେ ଚାଷୀକୁ ଦୁଇ ପଇସା ଲାଭ ହୋଇ ଥାଏ କିନ୍ତୁ ସେହି କଷ୍ଟ ଉପାର୍ଜିତ ପରିବାକୁ ଶାଗ ମାଛ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ନର୍ଲା ସାପ୍ତାହିକ ବଜାର ରେ । ବଜାର ରେ ପ୍ରାୟ ତଃ ସମସ୍ତ ପରିବା… Continue reading ବଜାର୍ ରେ ଟମାଟୋ ଦର ହେଲା ଶସ୍ତା … ଚିନ୍ତାରେ ଚାଷୀ

୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା

ଭବାନୀପାଟଣା, ୨୧/୦୨,(ଜଗନ୍ନାଥ ନାଏକ) : ସମାଜ ଆଜି କଳୁଷିତ ହେବାକୁ ଲାଗିଲାଣି ଧୀରେ ଧୀରେ ମଣିଷ ପଣିଆ ଲୋପ ପାଇଗଲାଣି ହୃଦୟରେ ମାନବିକତା ମଧ୍ୟ୍ୟ ମରିଗଲାଣି ପ୍ରତେକ ଦିନ ବୃଦ୍ଧ ପିତାମାତା ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ଆଜି ପ୍ରମୁଖ ଗଣ ମଧ୍ୟମର ଶିରୋନାମା ପାଲଟୁଛି। ଗତ କାଲି ଭଦ୍ରକ ବାସୁଦେବ ପୁରରେ ସେଇଭଳି ଏକ ସ୍ପର୍ଶକାତର ହୃଦୟବିଦାରକ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଘଟଣା ଘଟିଛି କଳାହାଣ୍ଡି… Continue reading ୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା

ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନଵ ପ୍ରୟାସ, ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ

ବାଲିଗୁଡା: ବାନାଗ୍ନୀ ନିରାକରଣ ପାଇଁ  ବନ ବିଭାଗ ର ଅଭିନଵ ପ୍ରୟାସ I  ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ କ୍ଷ  ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱକ୍ଷବଧାନରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା I  କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାର କଳାକାର… Continue reading ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନଵ ପ୍ରୟାସ, ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ

ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ                             

ଧର୍ମଗଡ ୨୦/୨/ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ:        କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଆଇସି ଡିଏସ ପ୍ରକଳ୍ପ, ଗୋଲାମୁଣ୍ଡା   ମଣ୍ଡଳ ତରଫ ରୁ  ଗଣ୍ଡାମେର ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ  କିଶୋରୀ ବାଳିକା ଏବଂ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି।  ମଞ୍ଜୁଲତା ପଟ୍ଟନାୟକ  ଅଧ୍ୟକ୍ଷତା କରିଥିବା ଉତ୍ସବ ମେଳାରେ ମୁଖ୍ୟ ଅତିଥି ଭାବେ ସି ଡି ପି ଓ ଶ୍ରୀମତୀ  କେ ଉଷା ଲକ୍ଷ୍ମୀ, ସମ୍ମାନିତ ଅତିଥି ଭାବେ ଗଣ୍ଡାମେର  ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହେମଲତା… Continue reading ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ                             

ଟିଙ୍ଗିପଦର ମାଁ ସୁବର୍ଣା ରାଣୀ ଯୁବକସଂଘ କ୍ରିକେଟ ପ୍ରତିଯୋଗିତା

ଧର୍ମଗଡ ୨୦/୦୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ପଂଚାୟତ ଅଧିନରେ ଥିବା ଟିଙ୍ଗି ପଦର ଗ୍ରାମରେ ମାଁ ସୁବର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଗତ ୧୬/୨/୨୫/ ତାରିଖରୁ ଆରମ୍ଭ ହୋଇଥିଲା ବେଲେ ଆଜି ପଞ୍ଚମ ଦିନରେ କ୍ରିକେଟ ପ୍ରତିଯୋଗିତା ପହଞ୍ଚିଛି । ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ସଭାପତି ରାମ କୁମାର ସେନାପତି , ଅନ୍ୟତମ ସମ୍ମାନୀତ ଅତିଥି କପୁରଚନ… Continue reading ଟିଙ୍ଗିପଦର ମାଁ ସୁବର୍ଣା ରାଣୀ ଯୁବକସଂଘ କ୍ରିକେଟ ପ୍ରତିଯୋଗିତା

You cannot copy content of this page