ବାଲିଅନ୍ତା,୨୩।୨: ପାହାଳ ଥାନା ଅଧୀନ ବଙ୍ଗୁଆରୀ ଖେଳପଡ଼ିଆରେ ୫ ଦିନ ଧରି ଚାଲିଥିବା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପାହାଳ ଥାନା ଅତିରିକ୍ତ ଥାନା ଅଧିକାରୀ ବିଭୂତି ପ୍ରିୟଦର୍ଶୀ ମୁଦୁଲି, ସମାଜସେବୀ ଅକ୍ଷୟ କୁମାର ଲେଙ୍କା, କେଶବ ଓଝା, ଅନୀଲ ପାଣି ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୫ ଓଭର ବିଶିଷ୍ଟ। ଫାଇନାଲ ମ୍ୟାଚରେ ମା ଜାଗୁଳାଇ ଇଲେଭେନ ଓ ରୟାଲ ଚ୍ୟାଲେଞ୍ଜ ମଧ୍ୟରେ… Continue reading ବଙ୍ଗୁଆରୀ ପ୍ରିମିୟର ଲିଗ -୨୦୨୫ ଉଦଯାପିତ
ବଙ୍ଗୁଆରୀ ପ୍ରିମିୟର ଲିଗ -୨୦୨୫ ଉଦଯାପିତ
