ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

inida-pak cricket match today

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ-ପାକିସ୍ତାନ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ। ତେଣୁ ଟୁର୍ନାମେଣ୍ଟରୁ… Continue reading ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛନ୍ତି ଚକ୍ଷୁ ପରୀକ୍ଷା ଶିବିର । ଏହି ଶିବିର ପ୍ରାୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକ୍ରେ ଜାରୀ ରହିଥିବାବେଳେ ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଦୃଷ୍ଟିବାଧିତ ଏବଂ ମୁଖବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଆଖି ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ଚକ୍ଷୁ ପରୀକ୍ଷା ଜନିତ ଚଷମା ଏବଂ ଔଷଧ ପ୍ରଦାନ… Continue reading ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

You cannot copy content of this page