କଳାହାଣ୍ଡି, ୨୫/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମହକୁମା ଛେଲିଆମାଲ ଗ୍ରାମ ଠାରେ । ୧୫/୦୮/୨୦୦୪ ମସିହାରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳାଙ୍କ ନିଜସ୍ୱ ଉଦ୍ୟମ ସହ ଅଙ୍ଗନୱାଡି ଦିଦିଙ୍କ ସାହାଯ୍ୟ ପାଇ ଗଢି ଉଠିଥିଲା। ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ ଛେଳିଆମାଲ ଗ୍ରାମର । ସର୍ବ ପ୍ରଥମେ ଟଙ୍କିଆ ଧୂପ ପ୍ୟାକେଟ ରୁ ବ୍ୟବସାୟ ଆରମ୍ଭ ହୋଇଥିଲା। ମଦନପୁର ରାମପୁର… Continue reading ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ
ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ
