କାର ସହ ୩୦ କିଲୋ ଗଞ୍ଜେଇ ଜବତ ଜଣେ ଆନ୍ତଜିଲ୍ଲା ପେସାଦାର ଗଞ୍ଜେଇ ମାଫିଆ ଗିରଫ

ଅନ୍ୟ କିଛି ମାଫିଆ ଫେରାର ଥିବା ପୋଲିସ ର ସୂଚନା Iଫିରିଙ୍ଗିଆ,୨୬l୦୨: କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ ଜାରିରହିଥିବା ବେଳେ ଅନୁରୂପ ଭାବରେ ଗଞ୍ଜେଇ କାରବାରକୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହିଆସୁଥିବା ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ୍ୟ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି I ଏହି ପରିପେକ୍ଷୀରେ… Continue reading କାର ସହ ୩୦ କିଲୋ ଗଞ୍ଜେଇ ଜବତ ଜଣେ ଆନ୍ତଜିଲ୍ଲା ପେସାଦାର ଗଞ୍ଜେଇ ମାଫିଆ ଗିରଫ

ପୁରୁଣା ପଡା ବାଲୁଙ୍କେଶ୍ଵର ମନ୍ଦିର ରେ ଜାଗର ପାଳନ

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): ଭବାନୀପାଟଣା ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ମହା ସମାରୋହରେ ମହା ଶିବରାତ୍ରୀ ଓ ଜାଗର ପାଳନ ହୋଇ ଯାଇଛି l ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ସମେତ ଭବାନୀଶଙ୍କର ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର, ଜଳେଶ୍ଵର ମନ୍ଦିର, ସୁକନାଭଟା, ଅଟାଙ୍ଗଗୁଡା, କାପସରା, ବାନ୍ଧପଲା, ଦେପୁର, ଦାଦପୁର ଏବଂ ଆଜି ପ୍ରତିଷ୍ଠିତ ନକଟି ଗୁଡା ସ୍ଥିତ ନୀଳକଣ୍ଠେଶ୍ଵର ପଞ୍ଚାୟତନ ମନ୍ଦିର… Continue reading ପୁରୁଣା ପଡା ବାଲୁଙ୍କେଶ୍ଵର ମନ୍ଦିର ରେ ଜାଗର ପାଳନ

ୟୁଏଆଇଏଲ ପକ୍ଷରୁ ଆଡ୍‍ରୀ ଗାଁରେ ଓଡିିଆ ପାଠ୍ୟକ୍ରମ ସ୍ମାର୍ଟ କ୍ଲାସ ଓ ଗଣିତ ପ୍ରୟୋଗଶାଳା ସ୍ଥାପିତ

UAIL sets up Odia language smart class and math lab in Adri village

୪ ଅଙ୍ଗନୱାଡି କେନ୍ଦ୍ର ଉଦ୍‍ଘାଟିତ ଭବାନୀପାଟଣା, ୨୬/୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ, ମାନସ କୁମାର ନାଏକ) : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ, ଶୈଶବ ଆବସ୍ଥାରେ ଶିକ୍ଷା ତଥା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିଶୁର ସର୍ବାଙ୍ଗିନ ବିକାଶ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ ପ୍ରମୁଖ ଭୂମିକା ନର୍ବାହ କରିଛି । ଏହି ପରିପ୍ରେକ୍ଷୀରେ କାଳାହାଣ୍ଡି ଜିଲ୍ଲା ଆଡରୀ ଗ୍ରାମ ପଞ୍ଚାୟତ ଠାରେ କମ୍ପାନୀ ଖଣି ସିଏସଆର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ… Continue reading ୟୁଏଆଇଏଲ ପକ୍ଷରୁ ଆଡ୍‍ରୀ ଗାଁରେ ଓଡିିଆ ପାଠ୍ୟକ୍ରମ ସ୍ମାର୍ଟ କ୍ଲାସ ଓ ଗଣିତ ପ୍ରୟୋଗଶାଳା ସ୍ଥାପିତ

ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନି ପାଟଣା ବ୍ଲକ୍ ଅନ୍ତର୍ଗତ ତେଲ ଓ ଉଦନ୍ତୀ ସଙ୍ଗମ ସଙ୍ଗମ ସ୍ଥଳରେ ଶ୍ରୀ ଶ୍ରୀ ମହାପ୍ରଭୂ ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ ହୋଇ ଯାଇଛି, ରାତ୍ର ତିନି ଘଣ୍ଟା ସମୟରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲମ୍ଭା ଧାଡ଼ି ଦେଖିବାକୁ ମିଳିଥିଲା । ଜାଗର ଯାତ୍ରା ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ୨୫.୨.୨୦୨୫ ଦିନ ସକାଳ… Continue reading ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ

ଶିବ ରାତ୍ରି ଅବସରରେ ଚମ୍ପେଶ୍ୱର ପୀଠ ରେ ରେ ଅଷ୍ଟ ପ୍ରହର ନାମଯଜ୍ଞ

କଳାହାଣ୍ଡି,୨୬।୨(ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହଲି ଶ୍ରୀ ଚମ୍ପେଶ୍ୱର ମହାଦେବ ଙ୍କ ପୀଠ ସ୍ଥାନରେ ଶିବରାତ୍ରି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସାହ ସହିତ ହେଉ ଅଛି।ମଙ୍ଗଳବାର କଳସ ଯାତ୍ରା ହୋଇଥିବା ବେଳେ ବୁଧବାର ପ୍ରାତଃ ରୁ ଗ୍ରାମ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଆରମ୍ଭ କରାଯାଇଥିଲା ।ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ ,ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ, କର୍ତ୍ତା ଉପେନ୍ଦ୍ର ଭଇଁଶାଲ, ତାଙ୍କ ପତ୍ନୀ… Continue reading ଶିବ ରାତ୍ରି ଅବସରରେ ଚମ୍ପେଶ୍ୱର ପୀଠ ରେ ରେ ଅଷ୍ଟ ପ୍ରହର ନାମଯଜ୍ଞ

ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ଆଜି ବୁଧବାର ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ଥାନା ଅନ୍ତର୍ଗତ ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେଇଛି। ଯୁବକ ଜଣକ ରାତି ଆତ୍ମହତ୍ୟା କରିଥିବା ସଦୃଶ ହେଉଛି। ମୃତଦେହ ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ। ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବାରୁ କେଶ୍ ଟି ରେଳବାଇ ପୋଲିସ ତଦନ୍ତ କରିବା ନେଇ ସଦର… Continue reading ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଥୁଆମୁଳ ରାମପୁର ବ୍ଳକରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୨୬/୦୨: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ); କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀଙ୍କ ଆଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠିତ ବୈଠକରେ ମୂଖ୍ଯ ଅତିଥି ଭାବେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଅତିରିକ୍ତ… Continue reading ଥୁଆମୁଳ ରାମପୁର ବ୍ଳକରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

You cannot copy content of this page