,ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଦଳ ଚମ୍ପିୟାନ କୋକସରା,୨୮।୨(ଚକ୍ରଧର ବେଶ୍ରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ବାଆଦୀ ଠାକୁର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖୋଲ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ବଡପୁଝାରୀଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଜବାବରେ ବାଞ୍ଜିବାହାଲ ଟିମ୍ ପଡିଆକୁ ଓହ୍ଲାଇ ୧୨… Continue reading ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
