ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ-2025 ଉଦଯାପିତ

ଭୁବନେଶ୍ୱର ତା 28/02/25: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଧାରା ଶ୍ରୀରାଧା ଟ୍ରଷ୍ଟ ଓ ମୁଦ୍ରଣ ସଂସ୍ଥା “ଧାରା ଶ୍ରୀରାଧା “ପକ୍ଷରୁ ବସନ୍ତ ଉତ୍ସବ -2025 ଉଦଯାପନୀ ହୋଇ ଯାଇଛି lପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ କରାଯିବା ସହିତ ଶରୀର ଓ ମନର ସୁସ୍ଥତା ପାଇଁ ଏହା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି କୁହାଯାଇଥିଲା l ତତ୍ପରେ ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ଗୁରୁ ନିରଞ୍ଜନ ରାଉତ, ଗୁରୁ ପ୍ରଭାତ ସ୍ୱାଇଁ ଓ ସନାତନ ନାୟକଙ୍କ ସଂଯୋଜନାରେ… Continue reading ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ-2025 ଉଦଯାପିତ

ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ହେବ ବିକାଶ

ପୁଞ୍ଜି ନିବେଶ କାରୀ ସଂସ୍ଥା ଦ୍ୱାରା ସୃଷ୍ଠି ହେବ ୪ ହଜାର ନିଯୁକ୍ତି କହିଲେ: ଜିଲ୍ଲାପାଳ ଅମ୍ରିତ ଋତୁରାଜ ଦାରିଙ୍ଗବାଡ଼ି: ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ସାମଗ୍ରିକ ବିକାଶ କରିବା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲାପାଳ ଅମ୍ବ୍ରିତ ଋତୁରାଜ ଙ୍କ ସ୍ଵତନ୍ତ୍ର ଉଦ୍ୟମ ରେ ଓଡ଼ିଶା ସରକାର ଙ୍କ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଓଡ଼ିଶା ର ପ୍ରଥମ ଜିଲ୍ଲା ଭାବେ ଉଦାହରଣ ସୃଷ୍ଠି କରିପାରିଛି।… Continue reading ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ହେବ ବିକାଶ

ବାଲିଅନ୍ତାରେ ଚତୁର୍ଥ ଦିନରେ ସାମ୍ବାଦିକଙ୍କ ଧାରଣା

ଦୁର୍ନୀତି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକରୁ ବାହାର କରିଦେଲେ ଅଧ୍ୟକ୍ଷା: କଂଗ୍ରେସବାଲିଅନ୍ତା/,୨୮|୦୨: ବାଲିଅନ୍ତା ବ୍ଲକ ସମିତି କକ୍ଷରେ ଗତ ସୋମବାର ହୋଇଥିବା ସମିତି ବୈଠକରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବା ଘଟଣା ତୀବ୍ର ସମାଲୋଚନା କରିଛି କଂଗ୍ରେସ l ବର୍ତମାନ ଅଡିଟ ଚାଲିଥିବା ବେଳେ ବାଲିଅନ୍ତା ବ୍ଲକରେ ବିଭିନ୍ନ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଫର୍ଦାଫାଶ ଭୟରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିଦେଲେ ବୋଲି କଂଗ୍ରେସ କହିଛି l ସେହିପରି ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବାବେଳେ ସେଠାରେ ବିଜେପି… Continue reading ବାଲିଅନ୍ତାରେ ଚତୁର୍ଥ ଦିନରେ ସାମ୍ବାଦିକଙ୍କ ଧାରଣା

ବଳୀ ସହ ଶେଷହେଲା କର୍ଲାବାହାଲି ଶିବରାତ୍ରୀ ଜାଗରଯାତ୍ରା

କଳାହାଣ୍ଡି, ୨୮/୦୨: ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ମୁଡିଙ୍ଗ୍ ଗ୍ରାମପଞ୍ଚାୟତ ସ୍ଥିତ କର୍ଲାବାହାଲି ଗ୍ରାମର ଧରଣୀପଡାରେ ଅଧିଷ୍ଠିତ ଶ୍ରୀଶ୍ରୀ ଧବଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ତ୍ରିଦିନାତ୍ମକ ମହାଶିବରାତ୍ରି ଉଜାଗର ପର୍ବ ବୋଦାବଳୀ ସହ ତା ୨୮/୦୨/୨୦୨୫ରିଖ ଶୁକ୍ରବାର ଦିନ ସମାପନ ହୋଇଯାଇଛି । ଶିବ ମନ୍ଦିର ପୂଜକ ବାବା ନରେନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜାଗରଯାତ୍ରାରେ ପ୍ରଥମେ ତା୨୮/୦୨/୨୦୨୫ ରିଖ ଶୁକ୍ରବାର ଦିନ ସକାଳୁ ନିକଟସ୍ଥ… Continue reading ବଳୀ ସହ ଶେଷହେଲା କର୍ଲାବାହାଲି ଶିବରାତ୍ରୀ ଜାଗରଯାତ୍ରା

ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତୀବ୍ର ହେଉଛି ଆନ୍ଦୋଳନ.. ତୃତୀୟ ଦିନରେ ସାମ୍ବାଦିକଙ୍କ ଗଣଧାରଣା

ବାଲିଅନ୍ତା,୨୭|୦୨: ଗତ ସୋମବାର ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକରୁ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଦୁର୍ବ୍ୟବହାର କରି ସାମ୍ବାଦିକ ମାନଙ୍କୁ ସଭାକକ୍ଷରୁ ବାହାର କରିଦେଇଥିବା ପ୍ରତିବାଦରେ ଆଜି ତୃତୀୟ ଦିନରେ ସାମ୍ବାଦିକଙ୍କ ଧାରଣା ଅବ୍ୟାହତ ରହିଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଆନ୍ଦୋଳନକାରୀ ସାମ୍ବାଦିକ ମାନେ ଅଗଣତାନ୍ତ୍ରିକ ଭାବରେ ସଭାଗୃହରୁ ବାହାର କରିଦେବାର କାରଣ ଜାଣିବାକୁ ଚାହୁଁଥିଲେ ମଧ୍ୟ କୌଣସି ଅଧିକାରୀ ଗତକାଲି ଆସିନଥିଲେ। ଆଜି ଧାରଣା ଆରମ୍ଭ ହେବାପରେ ବିଡ଼ିଓ ସୁଶ୍ରୀ କସ୍ତୁରୀ ସ୍ୱାଇଁ… Continue reading ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତୀବ୍ର ହେଉଛି ଆନ୍ଦୋଳନ.. ତୃତୀୟ ଦିନରେ ସାମ୍ବାଦିକଙ୍କ ଗଣଧାରଣା

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୁତ୍ୟୁ

ଭବାନୀପାଟଣା, ୨୮/୦୨, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଇନ୍ଦ୍ରାବତୀ ଜଳଭଣ୍ତାରରେ କେତେ ବେଳେ ଡଙ୍ଗା ଦୁର୍ଘଟଣା ମୃତ୍ୟୁ ତୋ କେତେ ବେଳ ଲୋକ ଗାଧେଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରୁଥିବା ବେଳେ ଗୁରୁବାର ପୁଣି ଜଣଙ୍କର ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଅଭାବନୀୟ ଘଟଣା ସାମ୍ମାକୁ ଆସିଅଛି। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ସେ ଅପରାହ୍ନ… Continue reading ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୁତ୍ୟୁ

ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

ଭବାନୀପାଟଣା, ୨୮/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ସୂର୍ଯ୍ୟମୁଖୀ ଚାଷ ଦେଇଛି ରୋଜଗାରର ପନ୍ଥା । ଦାଦନ ଯିବା ପରିବର୍ତ୍ତେ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ଗାଁ ଏବେ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଯାଉଛି ସେହି ଗାଁ ରାସ୍ତାରେ ଅଟକି ଯାଉଛି । ତାକୁ ଆକର୍ଷିତ କରୁଛି ସୂର୍ଯ୍ୟମୁଖୀ ଫୁଲ ଚାଷ ଭବାନୀପାଟଣା ସହରଠାରୁ… Continue reading ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

କଳାହାଣ୍ଡି, ୨୮|୨: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ଯକ୍ଷା ବବିତା ପଟଯୋଶି , ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମୁଣ୍ଡ ଜିଲ୍ଲା ଶ୍ରମ ଅଫିସର… Continue reading କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ

ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସହିତ ଚାରି ସାରସ୍ୱତ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନାଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଧାରା ଶ୍ରୀରାଧା ଟ୍ରଷ୍ଟ ଓ ମୁଦ୍ରଣ ସଂସ୍ଥା “ଧାରା ଶ୍ରୀରାଧା “ପକ୍ଷରୁ ବସନ୍ତ ଉତ୍ସବ -2025 ସହ ସମ୍ବର୍ଦ୍ଧନା, ଆଲୋଚନା “ଓଡ଼ିଆ ଅସ୍ମିତା : ଇତିହାସ, ସାହିତ୍ୟ ଓ ସଂସ୍କୃତି ମୃତ୍ୟୁଞ୍ଜୟ ରଥ ଙ୍କ ସଂଯୋଜନା, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ “ନୃତ୍ୟ ନୈବେଦ୍ୟ “ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରଭାତ… Continue reading ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ

କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

କଳାହାଣ୍ଡି, ୨୮|୨: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ଯକ୍ଷା ବବିତା ପଟଯୋଶି , ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମୁଣ୍ଡ ଜିଲ୍ଲା ଶ୍ରମ ଅଫିସର… Continue reading କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

You cannot copy content of this page