ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଜନଔଷଧି ସପ୍ତାହ (୧-୭ ମାର୍ଚ୍ଚ) ଅବସରରେ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର୍ ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ‘ସଂଯୁକ୍ତ ଚେତନା ଅଭିଯାନ’ ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ପଦଯାତ୍ରାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ନୋଡାଲ ଅଫିସର ଏବଂ… Continue reading ଜନଔଷଧି ସପ୍ତାହ ଅବସରରେ ଭୁବନେଶ୍ୱରରେ ‘ସଂଯୁକ୍ତ ଚେତନା ଅଭିଯାନ’ ପଦଯାତ୍ରା
ଜନଔଷଧି ସପ୍ତାହ ଅବସରରେ ଭୁବନେଶ୍ୱରରେ ‘ସଂଯୁକ୍ତ ଚେତନା ଅଭିଯାନ’ ପଦଯାତ୍ରା
