ଭୟଙ୍କର ବାଣ ବିସ୍ଫୋରଣ, ଦମ୍ପତ୍ତି ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଯାଇଛି। ଏହି ବାଣ ବିସ୍ଫୋରଣରେ ଉଭୟ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଦମ୍ପତିଙ୍କୁ ପ୍ରଥମେ ସ୍ଥାନୀୟ ବେଗୁନିଆ ଡାକ୍ତରଖାନା ନିଆଯିବା ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦମ୍ପତ୍ତି ହେଲେ ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ଖବର ଅନୁସାରେ, ବେଗୁନିଆ ଥାନା ଅନ୍ତର୍ଗତ ଏହି ଦେଉଳି ବଡ଼ସାହିର… Continue reading ଭୟଙ୍କର ବାଣ ବିସ୍ଫୋରଣ, ଦମ୍ପତ୍ତି ଗୁରୁତର ଆହତ

You cannot copy content of this page