କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ପଦରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୪-୨୫ ବର୍ଷର ବାର୍ଷିକ ଉତ୍ସବ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ପୁସ୍ତମ ବିହାରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କଲମପୁର ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନାକେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ସହଗୋଷ୍ଠି ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବେହେରା , ଅବସର ପ୍ରାପ୍ତ ସହଗୋଷ୍ଠି ଶିକ୍ଷା ଅଧିକାରୀ ସୁଶିଲ… Continue reading ପଦରପଡ଼ା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପଦରପଡ଼ା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
