ଧର୍ମଗଡ,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗୋଲାମୁଣ୍ଡା ପଞ୍ଚାୟତ ସିନାମାଳ ଗାଁ ରେ ଶୁକ୍ରବାର ଗ୍ରାମର ଜଣେ ଫଳ ଚାଷୀ ବଳଦେବ ଛତ୍ରିଆ ଙ୍କ ଆମ୍ବ ବଗିଚା ରେ ନିଆଁ ଲାଗିଯାଇଥିବା ବେଳେ ନିଆଁ କୁ ଆୟତ୍ତ କଲା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ଗ୍ରାମର ଜଣେ ଦୁର୍ବୁତ୍ତ ପୂର୍ବ ଶତ୍ରୁତାକୁ ନେଇ ନିଆଁ ଲଗେଇ ଥିବା ବଳଦେବ ଅଭିଯୋଗ ଆଣିଥିଲେ। ଧୀରେ ଧୀରେ ନିଆଁ ଉଗ୍ର ରୂପ ନେବା ସହ ଆଖ ପାଖରେ… Continue reading ସିନାମାଳ ଗାଁ ର ଆମ୍ବ ବଗିଚାରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ
ସିନାମାଳ ଗାଁ ର ଆମ୍ବ ବଗିଚାରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ
