ଗୋଲାମୁଣ୍ଡା ୨୨/୦୩/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଗ୍ରିଣ୍ଡୋଲ କ୍ଲଷ୍ଟର ସ୍ଥିତ ଡୁଡ଼ୁକେଲ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଅରବିନ୍ଦ ହଂସ ଙ୍କ ଅଧ୍ୟକ୍ଷତା ସଭାରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଏବିଓ ଲବଣୀ ନାଏକ, ଗ୍ରିଣ୍ଡୋଲ କ୍ଲଷ୍ଟର ସିଆରସିସି ଗଜିନ୍ଦ୍ର ନାଏକ,ମୁଖ୍ୟବକ୍ତା… Continue reading ଡୁଡ଼ୁକେଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ଡୁଡ଼ୁକେଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
