ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଘୋର ଅବ୍ୟବସ୍ଥା । ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ତିନି ଦିନ ହେଲାଣି ମିଳୁନଥିଲା ପାଣି । ଫଳରେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ପ୍ରସୂତି ମହିଳା । ପ୍ରସୂତିଙ୍କ ସମ୍ପର୍କୀୟ ଦୁଇ ମହଲା କୋଠାର ଉପରତଳକୁ ଓହ୍ଲାଇ ପାଣି ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ସେପଟେ ପାଣିର ଏସ୍.ଏନ୍.ସି.ୟୁ ଓ୍ବାର୍ଡ ରେ ପାଣିର ବ୍ୟବସ୍ଥା କରିବା ପାଇଁ ଓ୍ବାର୍ଡ ଦାୟିତ୍ୱରେ ଥିବା… Continue reading ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ପାଣି ସମସ୍ୟାର ହେଲା ସମାଧାନ
ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ପାଣି ସମସ୍ୟାର ହେଲା ସମାଧାନ
